ETV Bharat / city

ରାଜ୍ୟରେ ଆଉ 1101 ସୁସ୍ଥ, ମୋଟ ସଂଖ୍ୟା 3 ଲକ୍ଷ 38 ହଜାର ପାର - କୋରୋନା ସୁସ୍ଥ

ରାଜ୍ୟରେ ଦିନକରେ 1101 ଜଣ ସୁସ୍ଥ । ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 38 ହଜାର ପାର । ଅଧିକ ପଢନ୍ତୁ...

ରାଜ୍ୟରେ ଆଉ 1101 ସୁସ୍ଥ
ରାଜ୍ୟରେ ଆଉ 1101 ସୁସ୍ଥ
author img

By

Published : Nov 20, 2020, 10:57 PM IST

ଭୁବନେଶ୍ବର: ରାଜ୍ୟରେ ଦିନକରେ ଆଉ 1101 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 38 ହଜାର 97ରେ ପହଞ୍ଚିଛି ।

ନୂଆ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ 102, ସୁନ୍ଦରଗଡରୁ 96, କଟକରୁ 89, ମୟୂରଭଞ୍ଜରୁ 68, ବଲାଙ୍ଗୀରରୁ 62, ବରଗଡରୁ 60, ପୁରୀରୁ 60, କଳାହାଣ୍ଡିରୁ 58, ଜଗତସିଂହପୁରରୁ 55, ଅନୁଗୋଳରୁ 54, କେନ୍ଦ୍ରାପଡାରୁ 47, ନୂଆପଡାରୁ 44, କେନ୍ଦୁଝରରୁ 42, ସମ୍ବଲପୁରରୁ 37, ଭଦ୍ରକରୁ 28, ଯାଜପୁରରୁ 26, ଢେଙ୍କାନାଳରୁ 23, ବାଲେଶ୍ବରରୁ 22 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡରୁ 14, ଗଞ୍ଜାମରୁ 13, ଝାରସୁଗୁଡାରୁ 13, କନ୍ଧମାଳରୁ 11, ନବରଙ୍ଗପୁରରୁ 11, ସୋନପୁରରୁ 11, କୋରାପୁଟରୁ 10, ବୌଦ୍ଧରୁ 7, ଗଜପତିରୁ 6, ମାଲକାନଗିରିରୁ 6, ଦେବଗଡରୁ 4, ରାୟଗଡାରୁ 4 ଓ ଷ୍ଟେଟ ପୋଲରୁ 18 ଜଣ ସୁସ୍ଥ ହୋଇଛନ୍ତି ।

ସୂଚନାଥାଉକି, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3,12,545 ଥିବାବେଳେ 1608 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 6,987 ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.