ଭୁବନେଶ୍ବର: ଫନି ପାଇଁ 5 ଜିଲ୍ଲାର ସରକାରୀ ଛୁଟି ବାତିଲ । 11 ଓ 12 ତାରିଖ ଦୁଇ ଦିନ ପାଇଁ ସମସ୍ତ ସରକାରୀ ଛୁଟି ବାତିଲ କଲେ ରାଜ୍ୟ ସରକାର । ଫନି ବିଭୀଷିକା ପରେ ପୁନଃଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲକ୍ଷ୍ଯରେ ଛୁଟି ବାତିଲ ହୋଇଥିବା ସୂଚନା । ପୁରୀ, ଖେର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସବୁ ସରକାରୀ ବାବୁଙ୍କ ଛୁଟି ବାତିଲ ।
ଆସନ୍ତା ଦୁଇ ଦିନ ସରକାରୀ ଛୁଟି ବାତିଲ - BBSR
ଆସନ୍ତା ଦୁଇ ଦିନ ପାଇଁ ସମସ୍ତ ସରକାରୀ ଛୁଟି ବାତିଲ କଲେ ରାଜ୍ୟ ସରକାର ।

ଫାଇଲ ଫଟୋ
ଭୁବନେଶ୍ବର: ଫନି ପାଇଁ 5 ଜିଲ୍ଲାର ସରକାରୀ ଛୁଟି ବାତିଲ । 11 ଓ 12 ତାରିଖ ଦୁଇ ଦିନ ପାଇଁ ସମସ୍ତ ସରକାରୀ ଛୁଟି ବାତିଲ କଲେ ରାଜ୍ୟ ସରକାର । ଫନି ବିଭୀଷିକା ପରେ ପୁନଃଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲକ୍ଷ୍ଯରେ ଛୁଟି ବାତିଲ ହୋଇଥିବା ସୂଚନା । ପୁରୀ, ଖେର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସବୁ ସରକାରୀ ବାବୁଙ୍କ ଛୁଟି ବାତିଲ ।
Intro:Body:
Conclusion:
BREAKING
Conclusion: