ETV Bharat / city

ଆଜି ରାଜ୍ୟରେ 11,805 ସଂକ୍ରମିତ ଚିହ୍ନଟ, 21 ମୃତ

author img

By

Published : May 15, 2021, 9:26 AM IST

ରାଜ୍ୟରେ କୋରୋନା ଗ୍ରାଫ ଉପର ମୁହାଁ । 24 ଘଣ୍ଟାରେ 11 ହଜାର 805 କୋରୋନା ସଂକ୍ରମିତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ 1414 କୋରୋନା ଆକ୍ରାନ୍ତ ଚିହ୍ନଟ । ସେହିପରି 21ଜଣଙ୍କ ଜୀବନ ନେଇଛି କୋରୋନା । ଅଧିକ ପଢନ୍ତୁ...

ଉପର ମୁହାଁ କୋରୋନା ଗ୍ରାଫ , ଦିନକରେ 11, 805 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନା ଗ୍ରାଫ ଉପର ମୁହାଁ । ଶୁକ୍ରବାର ଦୈନିକ ସଂକ୍ରମଣ 12 ହଜାର ପାର କରିଥିବା ବେଳେ 24 ଘଣ୍ଟାରେ 11 ହଜାର 805 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 6ହଜାର 611 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 5ହଜାର 194 ଆକ୍ଟିଭ କେସ୍ ରହିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1414 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ1209 ଓ କଟକରୁ1197 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ 668, ସମ୍ବଲପୁରରୁ 553, ବାଲେଶ୍ବରରୁ 303,ବରଗଡରୁ 421,ମୟୂରଭଞ୍ଜରୁ 374, ବଲାଙ୍ଗୀରରୁ 358, ଭଦ୍ରକରୁ 300, ଢୋଙ୍କାନାଳରୁ 280, ଜଗତସିଂହପୁରରୁ 327, କଳାହାଣ୍ଡିରୁ 377, ଗଞ୍ଜାମରୁ 331, ବୌଦ୍ଧରୁ 246, କେନ୍ଦ୍ରାପଡାରୁ 147, କେନ୍ଦୁଝରରୁ 188, କୋରାପୁଟରୁ 196, ନବରଙ୍ଗପୁରରୁ 239, ନୟାଗଡରୁ 280, ନୂଆପଡାରୁ 307, ପୁରୀରୁ 388, ରାୟଗଡାରୁ 137, ସୋନପୁରରୁ 214, ଗଜପତିରୁ 115, ଦେବଗଡରୁ 109, କନ୍ଧମାଳରୁ 83, ମାଲକାନଗିରିରୁ 94 ଏବଂ ଷ୍ଟେଟପୁଲରୁ 284 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 6 ଲକ୍ଷ 492ରେ ପହଞ୍ଚିଛି ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.