ETV Bharat / city

ଥମୁନି ସଂକ୍ରମଣ, ଦିନକରେ 10,757 ପଜିଟିଭ ଚିହ୍ନଟ - ଦିନକରେ 10,757 ପଜିଟିଭ ଚିହ୍ନଟ

ଲଗାତର 3ଦିନ ପରେ ରାଜ୍ୟରେ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ । 24 ଘଣ୍ଟାରେ 10 ହଜାର 757 ନୂଆ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ଥମୁନି ସଂକ୍ରମଣ, ଦିନକରେ 10,757 ପଜିଟିଭ ଚିହ୍ନଟ

author img

By

Published : May 17, 2021, 9:11 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନାର ଦୃତ ସଂକ୍ରମଣ । ଲଗାତର 3ଦିନ ରାଜ୍ୟରେ କୋରୋନା ଗ୍ରାଫ ଉପର ମୁହାଁ ଥିବା ବେଳେ ଆଜି ସାମାନ୍ୟ ତଳକୁ ଖସିଛି । 24 ଘଣ୍ଟାରେ ପୁଣି 10ହଜାର 757 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ 973 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ 909 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ 832, ଅନୁଗୁଳରୁ 606, ସମ୍ବଲପୁରରୁ 494, ବଲାଙ୍ଗୀରରୁ 507, ବରଗଡରୁ 404, ଭଦ୍ରକରୁ 443, ନୂଆପଡାରୁ 502, ବାଲେଶ୍ବରରୁ 354, ବୌଦ୍ଧରୁ 133, ଦେବଗଡରୁ102, ଢେଙ୍କାନାଳରୁ 289, ଗଜପତିରୁ 141, ଗଞ୍ଜାମରୁ 209, ଜଗତସିଂହପୁରୁ 219, ଯାଜପୁରରୁ 281, ଝାଡସୁଗୁଡାରୁ 388, କଳାହାଣ୍ଡିରୁ 125, କେନ୍ଦ୍ରାପଡାରୁ 148, କେନ୍ଦୁଝରରୁ 208, କୋରାପୁଟରୁ 282, ମାଲକାନଗିରିରୁ 123, ମୟୂରଭଞ୍ଜରୁ 454, ନବରଙ୍ଗପୁରରୁ 386, ନୟାଗଡରୁ 227, ପୁରୀରୁ 350, ରାୟଗଡାରୁ 136, ସୋନପୁରରୁ 245, କନ୍ଧମାଳରୁ 87 ଏବଂ ଷ୍ଟେଟପୁଲରୁ 200 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 6 ଲକ୍ଷ 22 ହଜାର 981ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.