ETV Bharat / city

Odisha Police Foundation Day: ୧୦୦ ପୋଲିସ କର୍ମଚାରୀଙ୍କୁ ମିଳିଲା DG ଡିସ୍କ ସମ୍ମାନ - ପୋଲିସ କର୍ମଚାରୀଙ୍କୁ ମିଳିଲା ଡିଜି ଡିସ୍କ ସମ୍ମାନ

ପୋଲିସ ପ୍ରତିଷ୍ଠା ଦିବସରେ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ । ଉଲ୍ଲେଖନୀୟ ଓ ଉତ୍ତମ ସେବା ଯୋଗାଇବା ପାଇଁ ପୋଲିସ ଡିଜି କରିଛନ୍ତି ସମ୍ମାନିତ । ୧୦୦ଜଣ ପୋଲିସ କର୍ମଚାରୀଙ୍କୁ ମିଳିଛି ଡିଜି ଡିସ୍କ ସମ୍ମାନ। ଅଧିକ ପଢନ୍ତୁ

Odisha Police Foundation Day:୧୦୦ ପୋଲିସ କର୍ମଚାରୀଙ୍କୁ ମିଳିଲା ଡିଜି ଡିସ୍କ ସମ୍ମାନ

author img

By

Published : Apr 1, 2022, 3:59 PM IST

ଭୁବନେଶ୍ବର : ପୋଲିସ ପ୍ରତିଷ୍ଠା ଦିବସରେ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ । ଉଲ୍ଲେଖନୀୟ ଓ ଉତ୍ତମ ସେବା ଯୋଗାଇବା ପାଇଁ ପୋଲିସ ଡିଜି କରିଛନ୍ତି ସମ୍ମାନିତ । ୧୦୦ଜଣ ପୋଲିସ କର୍ମଚାରୀଙ୍କୁ ମିଳିଛି ଡିଜି ଡିସ୍କ ସମ୍ମାନ ।

Odisha Police Foundation Day:୧୦୦ ପୋଲିସ କର୍ମଚାରୀଙ୍କୁ ମିଳିଲା ଡିଜି ଡିସ୍କ ସମ୍ମାନ

ପୋଲିସ ସେବା ଭବନ ଠାରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ସୁନୀଲ ବଂଶଲ । ଯେଉଁଥିରେ ରହିଛନ୍ତି ଆପିଏସଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯନ୍ତ । ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ ଝାରସୁଗୁଡାକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା ।

ସେହିପରି ଗଜ ଉଦ୍ଧାର ବେଳେ ସାମ୍ବାଦିକଙ୍କ ସହ ପ୍ରାଣ ହରାଇଥିବା ଓଡ୍ରାଫ ଟିମର ସ୍ୱର୍ଗତ ସୀତାରାମ ମୁର୍ମୁଙ୍କ ପତ୍ନୀଙ୍କୁ ସ୍ବାମୀଙ୍କ ବଳିଦାନ‌ ପାଇଁ ସ୍ୱର୍ଗତ ଭ୍ରମରବର ସାହୁ ସ୍ମୃତି ଭାବେ ସମ୍ମାନିତ କରିଛନ୍ତି । ସେହିପରି ନକ୍ସଲ ଅଞ୍ଚଳରେ ଡ୍ୟୁଟି ବେଳେ ଲାଣ୍ଡମାଇନରେ ଗୋଡ ହରାଇଥିବା କମାଣ୍ଡର ପଙ୍କଜ ଦଣ୍ଡସେନାଙ୍କୁ ସ୍ୱର୍ଗତ ରାଜେନ୍ଦ୍ର ମାହନ ପଟ୍ଟନାୟକ ସ୍ମୃତି ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ସେପଟେ ପୋଲିସ ସେବା ଭବନରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ପ୍ରଂଶସା କରିବା ସହ ମଡର୍ଣ୍ଣ, ସ୍ମାର୍ଟ ଓ ଫ୍ରେଣ୍ଡଲି ପୋଲିସ ଗଠନ କରିବା ଲକ୍ଷ ରହିଛି ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.