ETV Bharat / city

'12 ତାରିଖ ସୁଦ୍ଧା ରାଜଧାନୀରେ ଶତପ୍ରତିଶତ ବିଦ୍ୟୁତ୍‌ ସଂଯୋଗ କରାଯିବ' - odisha

ରାଜଧାନୀରେ ଆସନ୍ତା ୧୦ତାରିଖ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍ ଯୋଗାଇ ଦିଆଯିବ। ଏହାସହ ୧୨ତାରିଖ ସୁଦ୍ଧା ଶତପ୍ରତିଶତ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 8, 2019, 2:56 PM IST

ଭୁବନେଶ୍ବର: ରାଜଧାନୀରେ ଆସନ୍ତା ୧୦ତାରିଖ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍ ଯୋଗାଇ ଦିଆଯିବ । ଏହାସହ ୧୨ତାରିଖ ସୁଦ୍ଧା ଶତପ୍ରତିଶତ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରର ସମସ୍ତ ହସ୍ପିଟାଲରେ ବିଜୁଳି ସେବା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ତେବେ ପୁରୀରେ ଶତପ୍ରତିଶତ ବିଜୁଳି ଯୋଗାଣ ପାଇଁ ଗୋଟିଏ ମାସ ସମୟ ଲାଗିବ ବୋଲି କୁହାଯାଇଛି । ଏହାସହ ଆଇଟିଆଇ ଓ ପଲିଟେକନିକ୍‌ ଛାତ୍ରଛାତ୍ରୀଙ୍କୁ ପଠାଯାଇ ବିଭିନ୍ନ ଘରେ ବିଦ୍ୟୁତ୍ ସେବା ଯୋଗାଇବାରେ ସହଯୋଗ କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ପାଣି ସମସ୍ୟା ଦୂର ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଥିବା କୁହାଯାଇଛି । ଆଜି (ବୁଧବାର) ସନ୍ଧ୍ୟା ସୁଦ୍ଧା କଟକରେ ଶତପ୍ରତିଶତ ଜଳ ଯୋଗାଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି । ଏହା ବାଦ ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ମଧ୍ୟ ଜଳ ଯୋଗାଣ କରାଯାଉଛି ସୂଚନା ମିଳିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.