ETV Bharat / city

ନିଲାମ ହେବ ରାଜ୍ୟର 10 ଖଣି - ଓଡିଶାରେ ଖଣି ନିଲାମ

ପ୍ରାଥମିକ ପର୍ଯ୍ୟାୟରେ ଲୁହା ପଥର ଓ ମାଙ୍ଗାନିଜ ଖଣି ନିଲାମ କରିବେ ରାଜ୍ୟ ସରକାର । ଏନେଇ 10ଟି ଖଣି ନିଲାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Oct 5, 2019, 2:03 PM IST

Updated : Oct 5, 2019, 2:17 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ଲୁହା ପଥର ଓ ମାଙ୍ଗାନିଜ ଖଣି ନିଲାମ କରିବେ ରାଜ୍ୟ ସରକାର। ଏନେଇ 10ଟି ଖଣି ନିଲାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଛି । ଏହି ଅନୁମୋଦନ କ୍ରମେ ରାଜ୍ୟରେ ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ।

mines auction in odisha, odisha auction, state government gives permission for mines auction, ନିଲାମ ହେବ ରାଜ୍ୟର 10 ଖଣି, ଓଡିଶାରେ ଖଣି ନିଲାମ, ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଖଣି ନିଲାମ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନୁମୋଦନ କ୍ରମେ ନୂଆଗାଁ ଲୁହାପଥର ଖଣି, ଠାକୁରମୁଣ୍ଡା ଲୁହାପଥର ଖଣି, ସିଲିଯୋରା-କାଳିମାଟି ଲୁହା ଓ ମାଙ୍ଗାନିଜ ବ୍ଲକ, କିଲିଂ-ଲାଙ୍ଗାଲୋଟା ଲୁହାପଥର ଖଣି, ଜରିବାହାଲ ଲୁହାପଥର ଖଣି, ରୋଇଡା ଖଣି, ଜୁରୁରୀ ଲୁହାପଥର ଖଣି, ନାରାୟଣପୋଷୀ ମାଙ୍ଗାନିଜ- ଲୁହାପଥର ଖଣି, ମହୁଲୁଖା ମାଙ୍ଗାନିଜ ଓ ଗଣୁଆ ଲୁହାପଥର ଖଣିରୁ ନିଲାମ ହେବ ଖଣିଜ ପଦାର୍ଥ।

ଏହି ଖଣି ନିଲାମ ପାଇଁ ପ୍ରଥମେ ଟେଣ୍ଡର ଆହ୍ବାନ କରାଯାଇଛି । ଟେଣ୍ଡର ଆବେଦନକାରୀ 5 ଲକ୍ଷ ଲେଖାଏଁ ଅଗ୍ରୀମ ଦେବେ । ଏହା ସହ ନଭେମ୍ବର 15ରୁ 18 ତାରିଖ ମଧ୍ୟରେ ଏଥିପାଇଁ ଆବେଦନ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟ ସରକାର ପ୍ରାଥମିକ ପ୍ରଯ୍ୟାୟରେ ଲୁହାପଥର ଓ ମାଙ୍ଗାନିଜ୍ ଖଣି ନିଲାମ କରିବେ ।୧୦ଟି ଖଣି ନିଲାମ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ହାଇଲେବଲ କମିଟି ଅନୁମୋଦନ କରିଛି ।Body:ଏହି କମିଟି ଅନୁମୋଦନ ପରେ ନୂଆଗାଁ ଲୁହାପଥର ଖଣି ,ଠାକୁର ମୁଣ୍ଡା ଲୁହାପଥର ଖଣି ,ସିଲିଯୋରା-କାଳିମାଟି ଲୁହା ଓ ମାଙ୍ଗାନିଜ୍ ବ୍ଲକ,କିଲିଂ-ଲାଙ୍ଗାଲୋଟା ଲୁହାପଥର ଖଣି ,ଜରିବାହାଲ ଲୁହାପଥର ଖଣି ,ରୋଇଡା ଖଣି,ଜୁରୁରୀ ଲୁହାପଥର ଖଣି ନାରାୟଣ ପୋଷୀ ମାଙ୍ଗାନିଜ୍ ଲୁହାପଥର ଖଣି ,ମହୁଲୁଖା ମାଙ୍ଗାନିଜ୍ ଓ ଗଣୁଆ ଲୁହାପଥର ଖଣି ଖଣି ନିଲାମ କରାଯିବ ।Conclusion:ଏହି ଖଣି ନିଲାମ ପାଇଁ ଟେଣ୍ଡର ପ୍ରଥମେ ଟେଣ୍ଡର ଆହ୍ଵାନ କରାଯାଇଛି ।ଟେଣ୍ଡର ଆବେଦନ କାରୀ ୫ଲକ୍ଷ ଲେଖାଏଁ ଅଗ୍ରିମ୍ ଦେବେ ।ନଭେମ୍ବରରେ ୧୫ରୁ ୧୮ ତାରିଖ ମଧ୍ୟରେ ଆବେଦନ କରିବା ପାଇଁ ଧାର୍ଯ୍ୟ ହୋଇଛି ।
Last Updated : Oct 5, 2019, 2:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.