ETV Bharat / city

କୋରୋନା ମୁକାବିଲା ପାଇଁ CMCକୁ 10 କୋଟି - କୋରୋନା ମୁକାବିଲା

ସହରାଞ୍ଚଳରେ କୋରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରିଲିଫ୍ ଫଣ୍ଡରୁ CMCକୁ ଦେଲେ 10 କୋଟି ଟଙ୍କା । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ପାଇଁ CMCକୁ 10 କୋଟି
କୋରୋନା ମୁକାବିଲା ପାଇଁ CMCକୁ 10 କୋଟି
author img

By

Published : May 3, 2021, 5:11 PM IST

ଭୁବନେଶ୍ବର: କୋରୋନା ମୁକାବିଲା ଲାଗି କଟକ ମହାନଗର ନିଗମକୁ 10 କୋଟି ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏହି ଟଙ୍କା ଦେଲେ ରାଜ୍ୟ ସରକାର । ଏହି 10 କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳରେ ବର୍ତ୍ତମାନ ବେକାବୁ ହେବାରେ ଲାଗିଛି କୋରୋନା ।

କୋରୋନା ମୁକାବିଲା ପାଇଁ CMCକୁ 10 କୋଟି
କୋରୋନା ମୁକାବିଲା ପାଇଁ CMCକୁ 10 କୋଟି

କୋରୋନା ଚେନ୍କୁ ବ୍ରେକ୍ ଦେବାକୁ ନିଆଯାଉଛି ପଦକ୍ଷେପ । ଆଗୁଆ ପଦକ୍ଷେପ ନେବା ଲାଗି ଜିଲ୍ଲା ଓ ମହାନଗର ନିଗମ ଲାଗି ଅର୍ଥ ଭଣ୍ଡାର ଖୋଲି ଦେଇଛନ୍ତି ରାଜ୍ୟ ସରକାର । ଯାହା କରୁଛ କର କିନ୍ତୁ ସଂକ୍ରମଣରେ ବ୍ରେକ୍ ଲଗାଅ । ଜନସାଧାରଣଙ୍କ ଜୀବନ ବଞ୍ଚାଅ । ଏନେଇ ଆଜି କଟକ ମହାନଗର ନିଗମର କୋରୋନା ମୁକାବିଲା ଲାଗି 10 କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଏହି ଟଙ୍କା ଅନୁମୋଦନ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.