ETV Bharat / city

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ; ଗୁରୁତର ଯୁବକ ମେଡ଼ିକାଲରେ ଭର୍ତ୍ତି

ବୁଧବାର ବିଳମ୍ବିତ ରାତିରେ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ଖଣ୍ଡାରେ ଆକ୍ରମଣ କରାଯାଇଥିବା ବେଳେ ଯୁବକ ଜଣଙ୍କର ଦୁଇ ହାତ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ | ଆଗକୁ ପଢନ୍ତୁ...

brahmapur
brahmapur
author img

By

Published : Feb 6, 2020, 2:18 AM IST

ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ପାଟଣା କାଳୀମନ୍ଦିର ନିକଟରେ ।

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ; ଗୁରୁତର ଯୁବକ ମେଡ଼ିକାଲରେ ଭର୍ତ୍ତି

ସଂଘବଦ୍ଧ ଆକ୍ରମଣର ଶିକାର ଯୁବକ ଜଣକ ହେଲେ ପ୍ରଭାତ ଭୋଳ । ବୁଧବାର ବିଳମ୍ବିତ ରାତିରେ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ଖଣ୍ଡାରେ ଆକ୍ରମଣ କରାଯାଇଥିବା ବେଳେ ଯୁବକ ଜଣଙ୍କର ଦୁଇ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି |

ଗୁରୁତର ଅବସ୍ଥାରେ ପ୍ରଥମେ କବିସୂର୍ଯ୍ୟନଗର ଏବଂ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି | ଖବର ପାଇ ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ପାଟଣା କାଳୀମନ୍ଦିର ନିକଟରେ ।ସଂଘବଦ୍ଧ ଆକ୍ରମଣର ଶିକାର ଯୁବକ ଜଣକ ହେଲେ ପ୍ରଭାତ ଭୋଳ ।ଆଜି ରାତ୍ର ସମୟରେ ମୋଟର ସାଇକେଲ ଯୋଗେ ଯାଉଥିବା ସମୟରେ ଖଣ୍ଡାରେ ଆକ୍ରମଣ କରାଯାଇଥିବା ବେଳେ ତାର ଦୁଇ ହାତ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଛି | ଗୁରୁତ୍ତର ଅବସ୍ଥାରେ ପ୍ରଥମେ କବିସୂର୍ଯ୍ୟନଗର ଏବଂ ପରେ ବ୍ରହ୍ମପୁର ସ୍ଥାନାନ୍ତର |ଘଟଣାସ୍ଥଳ ରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.