ETV Bharat / city

ଯୋଗ ଦିବସ ପାଳିଲେ ବ୍ରହ୍ମପୁରବାସୀ - international

ଆଜି ଆନ୍ତର୍ଜାତିକ ଯୋଗ ଦିବସ । ତେଣୁ ଏନେଇ 'ଇଟିଭି ଭାରତ’ ପ୍ରତିନିଧି ବ୍ରହ୍ମପୁର ସହରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଚାଲିଥିବା ଯୋଗ ଅଭ୍ୟାସ ସମୟରେ ବିଦ୍ୟାର୍ଥୀ ଏବଂ ଏନସିସି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jun 21, 2019, 10:14 AM IST

ବ୍ରହ୍ମପୁର: ଆଜି ଆନ୍ତର୍ଜାତିକ ଯୋଗ ଦିବସ । ତେଣୁ ଏନେଇ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଯୋଗ ଦିବସକୁ ମହାସମାରୋହରେ ପାଳନ କରାଯାଉଛି । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଠାରୁ ଆରମ୍ଭ କରି ସହରର ପତଞ୍ଜଳୀ ଯୋଗ ସମିତି, ଗଞ୍ଜାମ ଓକିଲ ସଂଘ ଭଳି ବିଭିନ୍ନ ସଙ୍ଗଠନ ପକ୍ଷରୁ ଯୋଗ ଦିବସକୁ ବିଭିନ୍ନ ସ୍ଥାନରେ ଆୟୋଜିତ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ଅନ୍ୟପଟେ ସହରର ନୀଳକଣ୍ଠେଶ୍ବର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସହରର ସ୍କୁଲ ଓ କଲେଜର ଗୁଡିକରେ ହଜାରରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀମାନଙ୍କୁ ନେଇ ଯୋଗାଭ୍ୟାସ ସହ କେଉଁ ଯୋଗ କଲେ କ’ଣ ଉପକାର ମିଳିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏପଟେ ସହରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଚାଲିଥିବା ଯୋଗ ଅଭ୍ୟାସ ସମୟରେ ବିଦ୍ୟାର୍ଥୀ ଏବଂ ଏନ୍.ସି.ସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ‘ଇଟିଭି ଭାରତ’ ବ୍ରହ୍ମପୁରର ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.