ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ କଣ କହୁଛନ୍ତି ଛାତ୍ରୀ, ଶୁଣନ୍ତୁ... - ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସରକାରଙ୍କ ପକ୍ଷରୁ ସ୍ମାର୍ଟ କ୍ଳାସ ଓ ଇ-ଲାଇବ୍ରେରୀ ବ୍ୟବସ୍ଥା ବିଦ୍ୟାଳୟ ଗୁଡିକରେ ଆରମ୍ଭ କରିବାକୁ ଯାଉଥିବା ବେଳେ ଏହି ଅବସରରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଜଣେ ଛାତ୍ରୀ ମୀରା ସ୍ବାଇଁଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ...

ଦଶମ ଶ୍ରେଣୀର ଛାତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 16, 2021, 3:37 PM IST

ବ୍ରହ୍ମପୁର: ରାଜ୍ୟରେ ସରକାରଙ୍କ ପକ୍ଷରୁ ସ୍ମାର୍ଟ କ୍ଳାସ ଓ ଇ-ଲାଇବ୍ରେରୀ ବ୍ୟବସ୍ଥା ବିଦ୍ୟାଳୟ ଗୁଡିକରେ ଆରମ୍ଭ କରିବାକୁ ଯାଉଥିବା ବେଳେ ଏହି ଅବସରରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଜଣେ ଛାତ୍ରୀ ମୀରା ସ୍ବାଇଁଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦଶମ ଶ୍ରେଣୀର ଛାତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ୫ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ନିଜ ଗସ୍ତର ଦ୍ବିତୀୟ ଦିନରେ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ବିଦ୍ୟାଳୟ ପରିକ୍ରମା କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋବାଇଲ୍ ଯୋଗେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବଙ୍କ ଉପସ୍ଥିତରେ ବିଦ୍ୟାର୍ଥୀ ଜଣଙ୍କ ଆଲୋଚନା ମଧ୍ୟ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.