ETV Bharat / city

କଡା ସୁରକ୍ଷା ବଳୟରେ ଗଞ୍ଜାମ ଜିଲ୍ଲା, ଚାଲିଛି ଭୋଟ ଗଣତି

ଗଞ୍ଜାମ ଜିଲ୍ଲାର 4ଟି ସେଣ୍ଟରରେ ଚାଲିଛି ଭୋଟ ଗଣତି । ଏନେଇ ଭଞ୍ଜନଗର, ଛତ୍ରପୁର ଓ ପଲିଟେକନିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

author img

By

Published : May 23, 2019, 12:01 PM IST

Updated : May 23, 2019, 1:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର 4ଟି ସେଣ୍ଟରରେ ଚାଲିଛି ଭୋଟ ଗଣତି । ଏହାସହ 13ଟି ବିଧାନସଭା ଓ 2 ଟି ଲୋକସଭା ଆସନର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏନେଇ ଭଞ୍ଜନଗର , ଛତ୍ରପୁର ଓ ପଲିଟେକନିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ ମାଧ୍ୟମରେ ଗଣନା କରାଯିବ । ତେବେ ଭୋଟ ଗଣତିର ସମସ୍ତ ଅପଡେଟ ଖବର ଦେବେ ଆମ ଇଟିଭି ଭାରତ ବ୍ରହ୍ମପୁର ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : May 23, 2019, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.