ETV Bharat / city

Engineering School Building Collapsed: ରାତିରେ ଭୁଶୁଡିଲା କୋଠା, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ - ସ୍କୁଲ୍ ଛାତ ଭୁଶୁଡିବା ଖବର

ଭୁଶୁଡିଲା ବ୍ରହ୍ମପୁର ସହରର UCP ଇଞ୍ଜିନିୟରିଂ ସ୍କୁଲ୍ କୋଠା(UCP Engineering School Berhampur building Collapsed ) । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

UCP Engineering School: ଭୁଶୁଡିଲା କୋଠା, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ

author img

By

Published : Dec 23, 2021, 5:59 PM IST

Updated : Dec 23, 2021, 6:13 PM IST

ବ୍ରହ୍ମପୁର: ଭୁଶୁଡିଲା ବ୍ରହ୍ମପୁର ସହରର UCP ଇଞ୍ଜିନିୟରିଂ ସ୍କୁଲ୍ କୋଠା (UCP Engineering School Berhampur building Collapsed) । ମେକାନିକାଲ ବିଭାଗର କୋଠା ଭୁଶୁଡିଥିବା ଜଣାପଡିଛି । ରାତ୍ର ସମୟରେ ଭୁଶୁଡିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ । ଅନିର୍ଦ୍ଦିଷ୍ଟ ପାଇଁ ବନ୍ଦ ହେଲା ଶିକ୍ଷାନୁଷ୍ଠାନ ।

Engineering School Building Collapsed: ରାତିରେ ଭୁଶୁଡିଲା କୋଠା, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ ଗତକାଲି(ବୁଧବାର) ରାତିରେ ବ୍ରହ୍ମପୁର ସ୍ଥିତ UCP ଇଞ୍ଜିନିୟରିଂ ସ୍କୁଲ୍ ମେକାନିକାଲ ବିଭାଗ କୋଠା ଭୁଶୁଡି ପଡିଥିଲା । ନିକଟରେ ଏକ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ କୋଠା ଭୁଶୁଡିଥିବା ଅନୁମାନ କରାଯାଉଛି । ଗତକାଲି ମଧ୍ୟ ପିଲାମାନ ଏହି କୋଠା ତଳେ ପାଠ ପଢିଥିଲେ । ଏପରି ଏକ ବିପଦଜନକ ସ୍ଥାନରେ କିପରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଛି ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ଏକ ବୈଷୟିକ ଟିମ୍ ଆସି ଘଟଣାସ୍ଥଳରେ ଅନୁଧ୍ୟାନ କରିଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଛନ୍ତି କର୍ତ୍ତୃପକ୍ଷ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 23, 2021, 6:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.