ETV Bharat / city

ଗଞ୍ଜାମରେ ପୁଣି ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ - କଣ୍ଟେନର ଟ୍ରକ ଡ୍ରାଇଭର

ରାଜ୍ୟରେ ଗଞ୍ଜେଇ ବେପାରୀଙ୍କୁ ନିସ୍ତାର ନାହିଁ । ଶନିବାର ମଧ୍ୟ ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 20, 2019, 10:50 PM IST

ବ୍ରହ୍ମପୁର: ବେଆଇନ ଭାବରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ପୋଲିସ । କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର କଳାଝର ନଈ ନିକଟରେ ଏକ କଣ୍ଟେନର ଟ୍ରକ ନମ୍ବର ଏଚଆର 38X 5357ରେ ଗଞ୍ଜେଇ ବୋଝେଇ ହୋଇ ଯାଉଥିଲା ।

ଭିଡିଓସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଯାହାକୁ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । କଣ୍ଟେନର ଟ୍ରକ ଡ୍ରାଇଭର ଅଜୟ କୁମାର ସିଂ କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଦୌଡ଼ି ପଳାଇବାରେ ସଫଳ ହୋଇଛି ।

ଜବତ ହୋଇଥିବା ଗଞ୍ଜେଇ ପ୍ରାୟ ଦୁଇ କୁଇଣ୍ଟାଲ୍ ୯୩ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଏହି ଗଞ୍ଜେଇ ଖୋର୍ଦ୍ଧା ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡିଛି ।

ମୁଖ୍ୟତଃ ଏହି ଚଢ଼ାଉ ସମୟରେ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଖଲ୍ଲିକୋଟ ତହସିଲଦାର ଚିତ୍ତ ରଞ୍ଜନ ମହାନ୍ତି, ଭେଜିପୁଟ ଫାଣ୍ତି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ସାକ୍ଷୀ ମାନଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡ଼ାକ ସିଲ୍ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବେଆଇନ ଭାବରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ପୋଲିସ। କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର କଳାଝର ନଇ ନିକଟ ରେ ଏକ କଣ୍ଟେନର୍ ଟ୍ରକ ନମ୍ବର(HR 38X 5357) ରେ ଗଞ୍ଜେଇ ବୋଝେଇ ହୋଇ ଯାଉଥିବା ବେଳେ ଏହାକୁ
ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । କଣ୍ଟେନର୍ ଟ୍ରକ ଡ୍ରାଇଭର ଅଜୟ କୁମାର ସିଂ କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଦୌଡ଼ି ପଳାଇବାରେ ସଫଳ ହୋଇଛି । ଜବତ ହୋଇଥିବା ଗଞ୍ଜେଇ ପ୍ରାୟ ଦୁଇ କୁଇଣ୍ଟାଲ୍ ୯୩ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଏହି ଗଞ୍ଜେଇ ଖୋର୍ଦ୍ଧା ଅଞ୍ଚଳକୁ ଚାଲାଣ ହେଉଥିବା ଜଣାପଡିଛି । ମୁଖ୍ୟତଃ ଏହି ଚଢ଼ାଉ ସମୟରେ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଖଲ୍ଲିକୋଟ ତହସିଲଦାର ଚିତ୍ତ ରଞ୍ଜନ ମହାନ୍ତି, ଭେଜିପୁଟ ଫାଣ୍ତି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ସାକ୍ଷୀ ମାନଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡ଼ାକ ସିଲ୍ କରାଯାଇ କୋର୍ଟ ଚାଲାଣ କରାଯାଇଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.