ETV Bharat / city

Sand Animationରେ ବାପାଙ୍କୁ ସମ୍ମାନ ଜଣାଇଲେ ବାଲୁକାଶିଳ୍ପୀ

ପବିତ୍ର ବିଶ୍ବ ପିତୃ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବାଲୁକାଶିଳ୍ପୀ ସତ୍ୟ ମହାରଣା ସ୍ୟାଣ୍ଡ ଆନିମେସନ କରି ପିତାର ଭୂମିକାକୁ ପ୍ରଦର୍ଶିତ କରିଛନ୍ତି । ଅଧିକ ପଢନ୍ତୁ...

Sand Anivationରେ ବାପାଙ୍କୁ ସମ୍ମାନ ଜଣାଇଲେ ବାଲୁକାଶିଳ୍ପୀ

author img

By

Published : Jun 20, 2021, 9:48 PM IST

ବ୍ରହ୍ମପୁର: ଆଜି ହେଉଛି ବିଶ୍ବ ପିତୃ ଦିବସ । ତ୍ୟାଗ ଓ ବଳିଦାନର ପ୍ରତୀକ ହେଉଛନ୍ତି ପିତା । ଏହି ପବିତ୍ର ଦିବସରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ବାଲୁକା ଶିଳ୍ପୀ ସତ୍ୟ ମହାରଣା ସ୍ୟାଣ୍ଡ ଆନିମେସନ କରି ପ୍ରତ୍ୟେକଙ୍କ ଜୀବନରେ ପିତାର ଭୂମିକାକୁ ପ୍ରଦର୍ଶିତ କରିଛନ୍ତି ।

Sand Anivationରେ ବାପାଙ୍କୁ ସମ୍ମାନ ଜଣାଇଲେ ବାଲୁକାଶିଳ୍ପୀ

ସତ୍ୟ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ପରିବାରର ମୁଖ୍ୟ ବାପା କିପରି ତାର ଶିଶୁଟିକୁ ଦୁନିଆରେ ହାତ ଧରି ଚାଲି ଶିଖାଇଥାଏ । ସମସ୍ତ କ୍ଷେତ୍ରରେ ସାହସ ଦେଇ କିପରି ନିଜ ସନ୍ତାନଙ୍କୁ ବଡ କରିଥାଏ । ଏହାସହିତ ସମାଜରେ ପ୍ରତିଭାବାନ ନାଗରିକ କରିବାରେ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସେ ସମ୍ପର୍କରେ ସେ ନିଜ ଆର୍ଟ ଜରିଆରେ ପ୍ରଦର୍ଶିତ କରିଛନ୍ତି । ସେ ଅତ୍ୟନ୍ତ ସୁନ୍ଦର ଭାବରେ ପିତାର ସମସ୍ତ କାର୍ଯ୍ୟକଳାପକୁ ଉପସ୍ଥାପନ କରିବା ସହିତ ସମାଜରେ ବାପାଙ୍କର ଭୂମିକା ଏଥିରେ ସ୍ଥାନିତ କରାଇଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.