ETV Bharat / city

ବ୍ରହ୍ମପୁରରୁ ଧରାପଡିଲେ 3 ନକଲି ସାମ୍ବାଦିକ - fake journalists

ବ୍ରହ୍ମପୁରରୁ ତିନିଜଣ ନକଲି ସାମ୍ବାଦିକ ଗିରଫ । ସେମାନଙ୍କ ନିକଟରୁ ଏକ ଓଡିଆ ଚ୍ୟାନେଲ ବୁମ, ଆଇକାର୍ଡ ଓ କ୍ୟାମେରା ଜବତ କରିଛି ପୋଲିସ ।

ନକଲି ସାମ୍ବାଦିକ
author img

By

Published : Aug 1, 2019, 9:17 PM IST

ବ୍ରହ୍ମପୁର: ସହର ଉପକଣ୍ଠ ସଦର ଥାନା ଅଞ୍ଚଳରେ ତିନି ଜଣ ନକଲି ସାମ୍ବାଦିକଙ୍କ ସହ ଜଣେ ଗାଡିଚାଳକଙ୍କୁ ଗିରଫ କରିଛି ପୋଲିସ । ନିଜକୁ ଗଣମାଧ୍ୟମ ପ୍ରତିନିଧି କହି ଶିଶୁ ମନ୍ଦିର ଶ୍ରକ୍ଷୟତ୍ରୀ ତଥା ବିଦ୍ୟାର୍ଥୀଙ୍କୁ ଅଟକାଇ ଫଟୋ ଓ ଭିଡିଓ କରିବା ସହ ସେମାନଙ୍କୁ ଭୟଭୀୟ କରାଉଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ପରେ ସେମାନେ ନକଲି ସାମ୍ବାଦିକ ବୋଲି ଅଞ୍ଚଳବାସୀ ଜାଣିପାରିଥିଲେ । ଆଉ ତାପରେ ମୋଟ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୋଲିସ ଜିମାରେ ଦେଇଥିଲେ । ବ୍ୟୈଦୁତିକ ଗଣମାଧ୍ୟମର ପ୍ରତିନିଧି ବୋଲି ନିଜକୁ ପରିଚୟ ଦେଉଥିବା ଯୁବକ ମାନେ ହେଲେ ବ୍ରହ୍ମପୁରର ଦୀପକ ବଡ଼ତ୍ୟା ,ସୁନୀଲ ପଢିଆରି ଏବଂ ତପନ ପଟ୍ଟନାୟକ ସହ ଗାଡି ଚାଳକ ଡି.ନାଗେଶ୍ବର ରାଓ ।

ଅଭିଯୋଗ ଆସିବା ପରେ ସଦର ଥାନା ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ରାଜ୍ୟର ଏକ ଓଡ଼ିଆ ଟିଭି ଚ୍ୟାନେଲର ବୁମ,ଆଇକାର୍ଡ ଓ କ୍ୟାମେରା ସହ ଏକ ଇଣ୍ଡିଗୋ କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହର ଉପକଣ୍ଠ ସଦରଥାନା ଅଞ୍ଚଳରେ ତିନି ଜଣ ନକଲି ସମ୍ବାଦିକ ଙ୍କ ସହ ଏକ ଗାଡିଚାଳକ ଙ୍କୁ ଗିରଫ କରିଛି ପୋଲିସ । ନିଜକୁ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିର ପରିଚୟ ଦେଇ ସହର ଉପକଣ୍ଠ ବାଲିପଡା ସ୍ଥିତ ଏକ ଘରୋଇ ବିଦ୍ୟାଳୟକୁ ଯାଇ କିଛି ବିଦ୍ୟାର୍ଥୀ ମାନଙ୍କ ଅଟୋକୁ ଅଟକାଇ ତାହାର ଫୋଟ ଓ ଭିଡିଓ ଉତ୍ତୋଳନ କରି ଶିଶୁ ମନ୍ଦିରର ଶିକ୍ଷୟତ୍ରୀ ମାନଙ୍କୁ ଭୟଭୀତ କରାଉଥିବା ଜଣାପଡିଥିବା ବେଳେ ସେମାନେ ନକଲି ସାମ୍ବାଦିକ ବୋଲି ଅଞ୍ଚଳବାସୀ ଜାଣିପାରିବା ପରେ ମୋଟ ଚାରି ଜଣ ଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଧରି ପଚରାଉଚରା କରିବା ସହ ପୋଲିସ କୁ ଜିମା ଦେଇଥିଲେ । ବ୍ୟୈଦୁତିକ ଗଣମାଧ୍ୟମର ପ୍ରତିନିଧି ବୋଲି ନିଜକୁ ପରିଚୟ ଦେଉଥିବା ଯୁବକ ମାନେ ହେଲେ ବ୍ରହ୍ମପୁରର ଦୀପକ ବଡ଼ତ୍ୟା ,ସୁନୀଲ ପଢିଆରି ଏବଂ ତପନ ପଟ୍ଟନାୟକ ସହ ଗାଡି ଚାଳକ ଡି.ନାଗେଶ୍ୱର ରାଓ । ଅଭିଯୋଗ ମିଳିବା ପରେ ସଦର ଥାନା ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ରାଜ୍ୟର ଏକ ଓଡ଼ିଆ ଟିଭି ଚ୍ୟାନେଲର ବୁମ,ଆଇକାର୍ଡ ଓ କ୍ୟାମେରା ସହ ଏକ ଇଣ୍ଡିଗୋ କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।
Body:ବାଇଟ୍-ପିନାକ ମିଶ୍ର(ଆରକ୍ଷୀ ଅଧିକ୍ଷକ, ବ୍ରହ୍ମପୁର)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.