ETV Bharat / city

Berhampur Couple Saga: ଆସିଲା ନୂଆ ଟ୍ବିଷ୍ଟ, ସୁମିତଙ୍କ ଓକିଲ କହିଲେ କୋର୍ଟଙ୍କ ରାୟକୁ ଭୁଲ ଦର୍ଶାଯାଉଛି - ଶାଶୁଘରେ ବୋହୂର ଧାରଣା ଖବର ବ୍ରହ୍ମପୁର

ତପସ୍ବିନୀଙ୍କ ଗୃହ ପ୍ରବେଶର ଶେଷ ନିଷ୍ପତ୍ତି ସମୟରେ ଆସିଲା ନୂଆ ଟ୍ବିଷ୍ଟ । ଜିଲ୍ଲା କୋର୍ଟଙ୍କ ଅର୍ଡର ମଧ୍ୟରୁ ଖିଅ ବାହାର କଲେ ସୁମିତଙ୍କ ଆଇନଜୀବୀ । ଅଧିକ ପଢନ୍ତୁ

Berhampur Couple Saga: କୋର୍ଟଙ୍କ ରାୟକୁ ଭୁଲ୍ ଦର୍ଶାଯାଉଥିବା କହିଲେ ସୁମିତଙ୍କ ଓକିଲ

author img

By

Published : Jan 6, 2022, 9:02 PM IST

ବ୍ରହ୍ମପୁର: ତପସ୍ବିନୀଙ୍କ ଗୃହ ପ୍ରବେଶର ଶେଷ ନିଷ୍ପତ୍ତି ସମୟରେ ଆସିଲା ନୂଆ ଟ୍ବିଷ୍ଟ । ଜିଲ୍ଲା କୋର୍ଟଙ୍କ ଅର୍ଡର ମଧ୍ୟରୁ ଖିଅ ଖୋଜି ବାହାର କରିଛନ୍ତି ସୁମିତଙ୍କ ଆଇନଜୀବୀ । କୋର୍ଟଙ୍କ ନିର୍ଦ୍ଦେଶରେ ଘର ଭିତରେ ପ୍ରବେଶ କରାଇବାକୁ ସେଭଳି କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଦେଇ ନଥିବା ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଅଭିଯୋଗ ଆଣିଛନ୍ତି ।

Berhampur Couple Saga: କୋର୍ଟଙ୍କ ରାୟକୁ ଭୁଲ୍ ଦର୍ଶାଯାଉଥିବା କହିଲେ ସୁମିତଙ୍କ ଓକିଲ

ଏହା ପରେ ତପସ୍ବିନୀ ଘରକୁ ପ୍ରବେଶ କରିବା ପୂର୍ବରୁ ବାହାରିଛି ଏକପ୍ରକାର କେଁ । ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ଏଭଳି ଅଭିଯୋଗ ତପସ୍ବିନୀଙ୍କ ଗୃହ ପ୍ରବେଶକୁ ଜଟିଳ କରିଛି । ସେପଟେ ସୁମିତଙ୍କ ବାପା ବ୍ରହ୍ମପୁର ପୋଲିସ ଓ ପ୍ରଶାସନକୁ ଏନେଇ ସହାୟତା ଲୋଡିଛନ୍ତି । ଅନ୍ୟପଟେ ତପସ୍ୱିନୀଙ୍କ ଓକିଲ ଏହାକୁ ଖଣ୍ଡନ କରିଛନ୍ତି । ତପସ୍ୱିନୀ ତାଙ୍କ ଶ୍ୱଶୁର ଘରକୁ ଯିବେ ବୋଲି ଓକିଲ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.