ETV Bharat / city

ଗଞ୍ଜାମକୁ ରେଡଜୋନ ଘୋଷଣା ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା - after declaring Ganjam as red zone

ଗଞ୍ଜାମକୁ ରେଡ ଜୋନ ଘୋଷଣା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମ ସୂଚନା ଦେବା ଅବସରରେ କେହି ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟରକୁ ନଯିବାକୁ ଅନୁରୋଧ କରିଥିବା ବେଳେ ସଂପୃକ୍ତ ଅଞ୍ଚଳର କେହି ଯିବେନାହିଁ ।

ganjam district collecto
ରେଡଜୋନ ଘୋଷଣା ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
author img

By

Published : May 7, 2020, 8:22 PM IST

ବ୍ରହ୍ମପୁର: ପ୍ରବାସୀ ଓଡ଼ିଆଙ୍କ ବହୁ ମାତ୍ରାରେ ଗଞ୍ଜାମ ଜିଲ୍ଲାକୁ ଆସିବା ଏବଂ କେବଳ ସୁରତ ଫେରନ୍ତାଙ୍କ ମଧ୍ୟରୁ ଜିଲ୍ଲାରେ ଖବର ପ୍ରକାଶ ସୁଦ୍ଧା ମୋଟ 28 ଜଣ ପଜେଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ଗଞ୍ଜାମକୁ ରେଡଜୋନ ଭାବେ ଘୋଷଣା କରାଯାଇଛି ।

ଏଭଳି ସମୟରେ ଜିଲ୍ଲାବାସୀ ସମସ୍ତେ ସାମାଜିକ ଦୂରତ୍ବ ସହିତ ମାସ୍କ ପିନ୍ଧିବା ,ହାତ ଧୋଇବା ଅଭ୍ୟାସ ଜାରି ରଖିବାକୁ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହାସହ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଅବସରରେ ଗଣମାଧ୍ୟମ ସୂଚନା ଦେବା ଅବସରରେ କେହି ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟରକୁ ନଯିବାକୁ ଅନୁରୋଧ କରିଥିବା ବେଳେ ସଂପୃକ୍ତ ଅଞ୍ଚଳର କେହି ଯିବେନାହିଁ । ଯଦି କେହି ପରିବାରବର୍ଗ ସେମାନଙ୍କୁ ସାକ୍ଷାତ କଲେ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ।

ଗଞ୍ଜାମକୁ ରେଡଜୋନ ଘୋଷଣା ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

ଜିଲ୍ଲାକୁ ଅଦ୍ୟାବଧି ୨୮୩ ବସ୍ ଏବଂ ୧୨ ଟ୍ରେନ ପହଞ୍ଚିଥିବା ବେଳେ ଉଭୟଙ୍କୁ ମିଶାଇ ପ୍ରାୟ ୨୭ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀଙ୍କ କେବଳ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିବା ବେଳେ ସମସ୍ତଙ୍କୁ ସରକାରଙ୍କ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।

ଏଣୁ ଏହି ପଜେଟିଭ ଆକ୍ରାନ୍ତ ହୋଇଥିବା ପ୍ରବାସୀ ଶ୍ରମିକମାନେ ସରକାରଙ୍କ ସଙ୍ଗରୋଧ କେନ୍ଦ୍ରରେ ରହିଥିବାରୁ କେହି ଭୟ କରିବାର ଆବଶ୍ୟକତା ନଥିବାବେଳେ ଡରିବାର କୈଣସି ଆବଶ୍ୟକତା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.