ETV Bharat / city

Tapaswini-Sumit Marital Discord: ଭୟ ଲାଗୁଛି, ରକ୍ଷା କରବାକୁ କହିଲେ ସୁମିତଙ୍କ ଜେଜେ ମା'

author img

By

Published : Dec 21, 2021, 4:47 PM IST

Updated : Dec 21, 2021, 5:15 PM IST

ଡାକ୍ତର ସୁମିତଙ୍କ ଗେଟ୍‌ ଭାଙ୍ଗିବାକୁ ଉଦ୍ୟମ ଘଟଣା ପରେ ଆସିଛି ତାଙ୍କ ଜେଜେମା'ଙ୍କ ପ୍ରତିକ୍ରିୟା । ସେ ଖୁବ ଭୟଭୀତ ଅଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ

Tapaswini-Sumit Marital Discord: ଭୟ ଲାଗୁଛି, ରକ୍ଷା କରବାକୁ କହିଲେ ସୁମିତଙ୍କ ଜେଜେମା'

ବ୍ରହ୍ମପୁର: ମୋତେ ଭୟ ଲାଗୁଛି, ରକ୍ଷା କରନ୍ତୁ । ଗଞ୍ଜାମ ବ୍ରହ୍ମପୁର ସୁମିତ ତପସ୍ବିନୀ ବିବାଦରେ ଶତାଧିକ ମହିଳା ଏକତ୍ରିତ ହୋଇ ସୁମିତଙ୍କ ଘର ଗେଟ୍‌ ଭାଙ୍ଗିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ସୁମିତଙ୍କ ଜେଜେମା' ବିବାସିନୀ ସାହୁ । ସୋମବାର ତପସ୍ବିନୀଙ୍କ ସପକ୍ଷରେ ବ୍ରହ୍ମପୁର SDJM କୋର୍ଟଙ୍କ ରାୟ ଆସିବା ପରେ ସୁମିତଙ୍କ ଘର ଗେଟ ଭାଙ୍ଗିବାକୁ ଅନେକ ମହିଳା ଉଦ୍ୟମ କରିଥିଲେ ।

Tapaswini-Sumit Marital Discord: ଭୟ ଲାଗୁଛି, ରକ୍ଷା କରବାକୁ କହିଲେ ସୁମିତଙ୍କ ଜେଜେ ମା'

ଏହା ବି ପଢନ୍ତୁ: Tapaswini-Sumit Marital Discord: ବ୍ରହ୍ମାନଗରରେ ୧୪୪ ଧାରା ଜାରି

ସୁମିତଙ୍କ ଜେଜେମା' କହିଛନ୍ତି ଯେ ମୁଁ ଏବଂ ଆମ ପରିବାର ରୋଗାଗ୍ରସ୍ତ । ଏଣୁ ଆମକୁ ଘର ମଧ୍ୟରୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନଙ୍କୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଛନ୍ତି ବିବାସିନୀ । ସୂଚନା ଥାଉ କି ତପସ୍ବିନୀଙ୍କ ସପକ୍ଷରେ କୋର୍ଟଙ୍କ ରାୟ ଆସିବା ପରେ ଅନେକ ମହିଳା ତପସ୍ବିନୀଙ୍କୁ ସୁମିତଙ୍କ ଘର ଭିତରକୁ ପ୍ରବେଶ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ଏହି ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ଏହା ବି ପଢନ୍ତୁ: Tapaswini-Sumit Marital Discord: ସୁମିତଙ୍କ ଘର ଗେଟ୍‌ ଭାଙ୍ଗିଲେ ଶତାଧିକ ମହିଳା

ସେପଟେ ଏହି ଘଟଣା ପରେ ବ୍ରହ୍ମପୁର ବ୍ରହ୍ମାନଗରରେ ୧୪୪ ଧାରା ଜାରି (Section 144 imposed in Brahmanagar ) କରିଛି ପୋଲିସ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 21, 2021, 5:15 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.