ETV Bharat / city

ତହସିଲଦାରଙ୍କ ବଦଳି ସମ୍ପର୍କରେ ବାଚସ୍ପତିଙ୍କ ଅଡିଓ ଭାଇରାଲ

ତହସିଲଦାରଙ୍କ ବଦଳି ସମ୍ପର୍କରେ ବାଚସ୍ପତିଙ୍କ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଓଡିଶା ବିଧାନସଭାର ବାଚସ୍ପତି ଏବଂ ଅନ୍ୟ ଜଣେ ବାପି ନାମକ ବ୍ୟକ୍ତିଙ୍କ ବାର୍ତ୍ତାଳାପ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

speaker suryanarayan patra phone audio viral in social media
ତହସିଲଦାରଙ୍କ ବଦଳି ସମ୍ପର୍କରେ ବାଚସ୍ପତିଙ୍କ ଅଡିଓ ସୋସିଆଲ ମିଡିଆରେ ଭାଇରାଲ
author img

By

Published : Dec 1, 2020, 10:04 PM IST

Updated : Dec 2, 2020, 6:28 AM IST

ବ୍ରହ୍ମପୁର: ତହସିଲଦାରଙ୍କ ବଦଳି ସମ୍ପର୍କରେ ବାଚସ୍ପତିଙ୍କ ଅଡିଓ ସୋସିଆଲ ମିଡିଆରେ ଭାଇରାଲ । ଗଞ୍ଜାମ ଜିଲ୍ଲାର ଜଣେ ତହସିଲଦାରଙ୍କ ବଦଳି କରିବା ସମ୍ପର୍କରେ ଓଡିଶା ବିଧାନସଭାର ବାଚସ୍ପତି ଏବଂ ଅନ୍ୟ ଜଣେ ବାପି ନାମକ ବ୍ୟକ୍ତିଙ୍କ ବାର୍ତ୍ତାଳାପ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତହସିଲଦାରଙ୍କ ବଦଳି ସମ୍ପର୍କରେ ବାଚସ୍ପତିଙ୍କ ଅଡିଓ ଭାଇରାଲ

ଭାଇରାଲ ହୋଇଥିବା ଅଡିଓରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କଥା ହେଉଥିବା ବ୍ୟକ୍ତି ଜଣଙ୍କ କୁକୁଡାଖଣ୍ଡିର ବ୍ଲକର ଜଣେ ନିର୍ବାଚିତ ପ୍ରତିନିଧି ହୋଇଥିବା କଥାବାର୍ତ୍ତାରେ ସ୍ପଷ୍ଟ ହେଉଛି । ଏହି ବାର୍ତ୍ତାଳାପ ସମୟରେ ତହସିଲଦାରଙ୍କ ବଦଳି ଫାଇଲ୍ ପ୍ରସ୍ତୁତ ହୋଇଯାଇଥିବା ବେଳେ ବର୍ତ୍ତମାନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାରୁ ତାହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା କଥାବାର୍ତ୍ତା ସମୟରେ କହୁଥିବା ଜଣାପଡିଛି । ଏପରିକି ଏହି ଫୋନ ବାର୍ତ୍ତାଳାପ ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ପାଞ୍ଚ ଜଣଙ୍କ କଥାରେ ପରିଚାଳିତ ନହେବା ସହିତ ପ୍ରଦୀପ ଏବଂ ତାଙ୍କ ସମୁଦିଙ୍କ ଘରେ ରେଡ୍ ହୋଇଥିବା ବିଷୟକୁ ଆଲୋଚନା କରାଯାଉଛି । ଏପରିକି ଏହି କଥାରେ ବ୍ୟସ୍ତ ଓ ବିବ୍ରତ ନହେବା ପାଇଁ କହୁଥିବା ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 2, 2020, 6:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.