ETV Bharat / city

ବ୍ରହ୍ମପୁରରେ ଶିବସେନାର ଗୁରୁତ୍ବପୂର୍ଣ୍ଣ ବୈଠକ

କଠୋର ହିନ୍ଦୁବାଦୀ ରାଜନୈତିକ ଦଳ ଶିବସେନାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି ।

author img

By

Published : Aug 25, 2019, 9:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଶିବସେନାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସହରର ଗଞ୍ଜାମ କଳା ପରିଷଦ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ତୁଲସେୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି ଏହି ବୈଠକ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଶିବସେନା ରାଷ୍ଟ୍ରୀୟ ସଂଗଠକ ଗୁଲାବ ଚାନ୍ଦ ଦୁବେ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ସମ୍ମାନିତ ଅତିଥି ଭାବେ ଦୟାନନ୍ଦ କାଶ୍ୟପ , ରାମ ବିଳାଶ ଶର୍ମା, ଦିପକ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଗଞ୍ଜାମ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ସମସ୍ୟା କୁ ନେଇ ଆଲୋଚନା କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଶିବସେନାର  ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।ସହରର ଗଞ୍ଜାମ କଳା ପରିଷଦ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ତୁଲସେୟା ରେଡ୍ଡିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଶିବସେନା ରାଷ୍ଟ୍ରୀୟ ସଂଙ୍ଗଠକ ଗୁଲାବ ଚାନ୍ଦ ଡୁବେ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ବେଳେ  ବୈଠକରେ
 ସମ୍ମାନିତ ଅତିଥି ରୂପେ ଦୟାନନ୍ଦ କାଶ୍ୟପ ,ରାମ ବିଳାଶ ଶର୍ମା, ଦିପକ ସିଂ ପ୍ରମୁଖ ଯୋଗ ଦେଇଥିଲେ  ।ଏଥିରେ ଗଞ୍ଜାମ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ସମସ୍ୟା କୁ ନେଇ ଆଲୋଚନା କରାଯାଇଥିଲା ।
Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ବି.ଦ୍-ଭିଜୁଆଲ ମୋଜୋ ରେ ଯାଇଛିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.