ETV Bharat / city

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ +3 ପରୀକ୍ଷା ଫଳ ପ୍ରକାଶିତ, ପାସ୍ ହାର ୯୧ .୭୩ ପ୍ରତିଶତ

author img

By

Published : Aug 29, 2020, 10:07 PM IST

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ କରୋନା ଭାଇରସ ଓ ଲକଡାଉନ୍ ପାଇଁ ପରୀକ୍ଷାରେ କିଛିଟା ବିଭ୍ରାଟ ଉପୁଜିଥିଲା । ସବୁସତ୍ତ୍ବେ ମଧ୍ୟ ଚଳିତ ବର୍ଷ ମୋଟ୍ ପାସ୍ ହାର ରହିଛି ୯୧.୭୩ ପ୍ରତିଶତ । ଅଧିକ ପଢନ୍ତୁ..

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ +3 ପରୀକ୍ଷା ଫଳ ପ୍ରକାଶିତ, ପାସ୍ ହାର ୯୧ .୭୩ ପ୍ରତିଶତ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ +3 ପରୀକ୍ଷା ଫଳ ପ୍ରକାଶିତ, ପାସ୍ ହାର ୯୧ .୭୩ ପ୍ରତିଶତ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ କୋରୋନା ଭାଇରସ ଓ ଲକଡାଉନ୍ ପାଇଁ ପରୀକ୍ଷାରେ କିଛିଟା ବିଭ୍ରାଟ ଉପୁଜିଥିଲା । ଏପରିକି ଖାତା ଦେଖା ମଧ୍ୟ ପ୍ରଭାବିତ ହୋଇଥିଲା । ତେବେ ସବୁ ସତ୍ତ୍ୱେ ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ୍ ପାସ୍ ହାର ରହିଛି ୯୧.୭୩ ପ୍ରତିଶତ ।

କଳା, ବିଜ୍ଞାନ, ବାଣିଜ୍ୟ ତିନୋଟି ବିଭାଗର ମୋଟ ୨୦୭୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥମଧ୍ୟରୁ ୨୦୭୦୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୮୯୯୧ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯୁକ୍ତ ତିନି କଳାରେ ୧୪୦୭୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୨୦୭ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଥିବା ବେଳେ ପାସ୍ ହାର ୯୩.୮୪ ପ୍ରତିଶତ ରହିଛନ୍ତି ।

ସେହିପରି ବିଜ୍ଞାନରେ ୫୫୪୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୮୦୨ ଜଣ ପାସ୍ ହୋଇଛନ୍ତି । ଏହାର ପାସ ହାର ୮୬.୬୬ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ ୧୦୮୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୮୨ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବାଣିଜ୍ୟରେ ପାଶ୍ ହାର ରହିଛି ୯୦.୧୭ ପ୍ରତିଶତ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.