ETV Bharat / city

ସ୍ୟାଣ୍ଡ ଆନିମେସନରେ ଅଯୋଧ୍ୟାର ଭୂମିପୂଜନ - creates a sand animation on the worship of the Ram temple

ଅଯୋଧ୍ୟା ଭୂମିପୂଜନ ଅବସରରେ ବ୍ରହ୍ମପୁରରେ ଭୂମି ପୂଜନ ଅବସରରେ ପ୍ରସ୍ତୁତ କରାଯାଇଛି ସ୍ୟାଣ୍ଡ ଆନିମେସନ । ଯାହାକୁ ବାଲୁକାଶିଳ୍ପୀ ସତ୍ୟ ମହାରଣା ପ୍ରସ୍ତୁତ କରିଛନ୍ତି ।

sand animation
ସ୍ୟାଣ୍ଡ ଆନିମେସନ ଅଯୋଧ୍ୟାର ଭୂମିପୂଜନ
author img

By

Published : Aug 5, 2020, 8:11 AM IST

ବ୍ରହ୍ମପୁର:ସଜେଇ ହୋଇଛି ଅଯୋଧ୍ୟା ନଗରୀ । ଅଯୋଧ୍ୟାରେ ଆଜି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ କରାଯିବ ଭୂମିପୂଜନ । ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେବା ସହ ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା । ଏହି ଅବସରରେ ବ୍ରହ୍ମପୁରରେ ଭୂମିପୂଜନ ଅବସରରେ ପ୍ରସ୍ତୁତ କରାଯାଇଛି ସ୍ୟାଣ୍ଡ ଆନିମେସନ । ଯାହାକୁ ବାଲୁକାଶିଳ୍ପୀ ସତ୍ୟ ମହାରଣା ପ୍ରସ୍ତୁତ କରିଛନ୍ତି ।

ସ୍ୟାଣ୍ଡ ଆନିମେସନ ଅଯୋଧ୍ୟାର ଭୂମିପୂଜନ

ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେବା ସ୍ବପ୍ନକୁ ଦୀର୍ଘ ବର୍ଷଧରି ଅପେକ୍ଷା କରି ରହିଥିବା ଭକ୍ତମାନଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି । ସହରର ବାଲୁକାଶିଳ୍ପୀ ସତ୍ୟ ମହାରଣା ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ଜନ୍ମଭୂମିରେ ନିର୍ମାଣ ହେବାକୁ ଥିବା ମନ୍ଦିରକୁ ନିଜ ବାଲୁକା କଳା ମାଧ୍ୟମରେ ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.