ETV Bharat / city

ସ୍ୟାଣ୍ଡ ଆନିମେସନରେ ପ୍ରଫୁଲ୍ଲଙ୍କୁ ଶ୍ରଦ୍ଧାଞ୍ଜଳି - ସ୍ୟାଣ୍ଡ ଆନିମେସନରେ ପ୍ରଫୁଲ୍ଲଙ୍କୁ ଶ୍ରଦ୍ଧାଞ୍ଜଳି

କମଳ ଦେଶର ରାଜକୁମାର ତଥା ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଧିକ ପଢ଼ନ୍ତୁ

sand artist pay tribute to padmashree prafulla kar on sand animation in berhampur
ସ୍ୟାଣ୍ଡ ଆନିମେସନରେ ପ୍ରଫୁଲ୍ଲଙ୍କୁ ଶ୍ରଦ୍ଧାଞ୍ଜଳି
author img

By

Published : Apr 19, 2022, 8:05 AM IST

ବ୍ରହ୍ମପୁର: ବିଶିଷ୍ଟ ସଙ୍ଗୀତଜ୍ଞ ସାହିତ୍ୟିକ ତଥା ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଜର କଳା ମାଧ୍ୟମରେ ସ୍ୟାଣ୍ଡ ଆନିମେସନ କରି ମହାନ ପୁରୁଷ ପ୍ରଫୁଲ୍ଲ କରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କମଳ ଦେଶର ରାଜକୁମାର ଭାବରେ ଘରେ ଘରେ ପରିଚିତ ଥିବା ଏହି ବିଶିଷ୍ଟ ବ୍ୟକ୍ତିଙ୍କର ୮୩ ବର୍ଷ ବୟସରେ ବିୟୋଗ ଘଟିଛି ।

ସ୍ୟାଣ୍ଡ ଆନିମେସନରେ ପ୍ରଫୁଲ୍ଲଙ୍କୁ ଶ୍ରଦ୍ଧାଞ୍ଜଳି

ସୂଚନା ଥାଉକି, ଗତ ରବିବାର ରାତି ୯.୩୦ରେ ପ୍ରଫୁଲ କରଙ୍କ ଦେହାନ୍ତ ହୋଇଥିଲା । ଏନେଇ ସୂଚନା ଦେଇଥିଲେ ତାଙ୍କ ପୁଅ ମହାଦୀପ କର । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି କଳାଜଗତ । ବିଶିଷ୍ଟ କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ରାଜନେତା ପ୍ରଫୁଲ୍ଲଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.