ETV Bharat / city

ବାଲୁକା କଳାରେ ଶଦ୍ଦ ପ୍ରଦୂଷଣ ରୋକିବାକୁ ଆହ୍ବାନ - sand art on diwali

ରାତି ପାହିଲେ ଦେଶ ପାଳିବ ଆଲୋକର ପର୍ବ ଦୀପାବଳି । ଏଥିପାଇଁ ସବୁଠି ଚଳଚଞ୍ଚଳ । ହେଲେ ଶଦ୍ଦ ପ୍ରଦୂଷଣ ରୋକିବା ପାଇଁ ବାଲୁକା କଳାରେ ସଚେତନତା କରିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ମହାରଣା ।

ବାଲୁକା କଳାରେ ଶଦ୍ଦ ପ୍ରଦୂଷଣ ରୋକିବାକୁ ଆହ୍ବାନ
author img

By

Published : Oct 27, 2019, 1:15 AM IST

ବ୍ରହ୍ମପୁର: ବାଲୁକା କଳା ମାଧ୍ୟମରେ ଶ୍ରଦ୍ଦ ପ୍ରଦୂଷଣ ରୋକିବାକୁ ଆହ୍ବାନ । ରାତି ପାହିଲେ ଆଲୋକର ପର୍ବ ଦୀପାବଳି ଓ ମା ଶ୍ୟାମାକାଳୀଙ୍କ ପୂଜା । ଦୀପାବଳିରେ ଶବ୍ଦ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ ବାଲୁକା କଳା ମାଧ୍ୟମରେ ସଚେତନା ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ।

ବାଲୁକା କଳାରେ ଶଦ୍ଦ ପ୍ରଦୂଷଣ ରୋକିବାକୁ ଆହ୍ବାନ

ସେ ବାଲୁକାରେ ଆଙ୍କିଛନ୍ତି ମା କାଳୀଙ୍କ ପ୍ରତିକୃତି । ଏହି କଳାକୃତ୍ତି ମାଧ୍ୟମରେ ମାଟି ଦୀପ ଜଳାଇ ଗ୍ରୀନ ଦୀପାବଳି ପାଳିବାକୁ ସେ ଆହ୍ବାନ ଦେଇଛନ୍ତି । ଅଯଥାରେ ନିଜର କଷ୍ଟ ଉପାର୍ଜିତ ଧନକୁ ବାଣ ଫୁଟାଇ ନଷ୍ଟ ନକରି ସେହି ଅର୍ଥକୁ ଅନାଥ ଶିଶୁ ଓ ନିଷ୍ପେସିତ ଲୋକ ସେବାରେ ନିୟୋଜିତ କରିବାକୁ ଲୋକଙ୍କୁ ସଚେତନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରାତି ପାହିଲେ ସାରା ଦେଶରେ ଆୟୋଜିତ ହେବ ଆଲୋକର ପର୍ବ ଦୀପାବଳୀ ଏବଂ ଏହି ଅବସରରେ ଆୟୋଜିତ ହେବ କାଳୀପୁଜା । ତେବେ ଚଳିତବର୍ଷ ଏହି ଦୀପାବଳୀରେ ଯେପରି ଶବ୍ଦ ପ୍ରଦୂଷଣ ନହେବ ସେଥିପ୍ରତି ଆହ୍ୱାନ କରି ବ୍ରହ୍ମପୁର ସହରରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି ବ୍ରହ୍ମପୁର ର ବାଲୁକା ଶିଳ୍ପୀ ସତ୍ୟ ମହାରଣା । ନିଜେ ତିନି ଘଣ୍ଟା ପରିଶ୍ରମ କରି ବାଲିରେ ମାଆ କାଳୀ ଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିସମସ୍ତେ କେବଳ ମାଟି ଦ୍ୱୀପ ଜଳାଇ ଗ୍ରୀନ୍‌ ଦୀପାବଳୀ ପାଳନ କରିବାକୁ ଆହ୍ୱାନ କରିଛନ୍ତି । ଅଯଥାରେ ନିଜର କଷ୍ଟ ଉପାର୍ଜିତ ଧନକୁ ବାଣ ଫୁଟାଇ ନଷ୍ଟ ନକରି ଅନାଥ ଶିଶୁ ଓ ନିଷ୍ପେସିତ ଲୋକ ସେବାରେ ସେହି ଅର୍ଥ ନିୟୋଜିତ କରିବା ସହ ଦିପାବଳୀରେ ବାଣ ବର୍ଜନ କରିବା ପାଇଁ ଜନ ସଚେତନ ସୃଷ୍ଟି କରିଛନ୍ତି ।
Body:ବାଇଟ୍-ସତ୍ୟ ମହାରଣା(ବାଲୁକା ଶିଳ୍ପୀ, ବ୍ରହ୍ମପୁର )
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ....Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.