ETV Bharat / city

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ - ବ୍ରହ୍ମପୁର ଆନ୍ଦୋଳନ ନ୍ୟୁଜ

ଏଲପିଜି ଦର ବୃଦ୍ଧିକୁ ନେଇ ଚାରିଆଡେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ବ୍ରହ୍ମପୁରରେ ଏହାର ପ୍ରତିବାଦ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

aa
ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁରରେ ବିକ୍ଷୋଭ
author img

By

Published : Feb 14, 2020, 10:54 PM IST

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲପିଜି ଦର ସିଲିଣ୍ଡର ପିଛା ଏକା ସଙ୍ଗେ ୧୪୫ ଟଙ୍କା ବୃଦ୍ଧି କରାଯିବା ପ୍ରତିବାଦରେ ବ୍ରହ୍ମପୁରରେ ବିକ୍ଷୋଭ କରାଯାଇଛି ।

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁରରେ ବିକ୍ଷୋଭ

ସହରର କମାପଲ୍ଲୀ ଛକ ସ୍ଥିତ ବୈଦ୍ୟନାଥପୁର ଥାନା ନିକଟରେ ଏସ୍.ୟୁ.ସି.ଆଇ କମ୍ୟୁନିଷ୍ଟ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହଠାତ ଦର ବୃଦ୍ଧି ହେବା ଘଟଣାକୁ ନିନ୍ଦା କରାଯିବା ସହ ଏକକାଳୀନ ଦର ବୃଦ୍ଧି ଜନତାଙ୍କ ପ୍ରତି କୁଠାରଘାତ ବୋଲି ସମାଲୋଚନା କରାଯାଇଛି । ଏହାସହ ଗ୍ୟାସ ଦର ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହର କରାଯିବାକୁ ଦାବି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.