ETV Bharat / city

ଗଞ୍ଜାମରେ ଶୁଭାରମ୍ଭ ହେଲା ଧାନମଣ୍ଡି - berhampur paddy mandi

ଛତ୍ରପୁର ଠାରୁ ଦିଗପହଣ୍ଡି ଓ ସାନଖେମୁଣ୍ଡି ଭଳି ବିଭିନ୍ନ ବ୍ଳକରେ ଥିବା ବିଭିନ୍ନ ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଅଧିକ ପଢନ୍ତୁ...

ଗଞ୍ଜାମର ବିଭିନ୍ନ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହେଲା ଧାନମଣ୍ଡି

author img

By

Published : Dec 17, 2020, 10:46 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଛି ଧାନମଣ୍ଡି । ଛତ୍ରପୁର ଠାରୁ ଆରମ୍ଭ କରି ଦିଗପହଣ୍ଡି ଓ ସାନଖେମୁଣ୍ଡି ଭଳି ବିଭିନ୍ନ ବ୍ଳକରେ ରହିଥିବା ବିଭିନ୍ନ ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି।

ଗଞ୍ଜାମର ବିଭିନ୍ନ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହେଲା ଧାନମଣ୍ଡି

ଦିଗପହଣ୍ଡି ବ୍ଳକର ଦେଖାଳି, ବମକୋଇ, ରଘୁନାଥ ମହାପ୍ରଭୁ ବି.ତୁରୁବୁଡି, ଯୋଗେଶ୍ବରୀ ସେବା ସମବାୟ ସମିତି ଆଙ୍କୋରଡା, କୁଶପଡା ଓ ବଡଡୁମ୍ବୁଳା, ଗୋଧଡଗାଁ ଆଦି ୭ଟି ସେବା ସମିତିରୁ ସର୍ବାଧିକ ୨୦୭ କୁଇଣ୍ଟାଲ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଇଥିବା ଜଣାପଡିଛି। ପ୍ରଥମତଃ ଦିଗପହଣ୍ଡି ବ୍ଲକ ବମକୋଇ ସେବା ସମବାୟ ସମିତି ଧାନମଣ୍ଡିକୁ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭାରମ୍ଭ କରିଥିଲେ।

ସେହିପରି ଛତ୍ରପୁର ଠାରେ ଧାନମଣ୍ଡିକୁ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଉପସ୍ଥିତ ରହିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.