ETV Bharat / city

ପୌର ନିର୍ବାଚନ: ୨ୟ ଦିନରେ ବ୍ରହ୍ମପୁର ମହାନଗର ନିଗମରେ ଗୋଟିଏ ନାମାଙ୍କନ ପତ୍ର ଦାଖଲ - ବ୍ରହ୍ମପୁରରେ ନାମାଙ୍କନ ପତ୍ର ଦାଖଲର ଦ୍ବିତୀୟ ଦିନ

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ । ଦ୍ବିତୀୟ ଦିନରେ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ପୌର ନିର୍ବାଚନ: ୨ୟ ଦିନରେ ବ୍ରହ୍ମପୁର ମହାନଗର ନିଗମରେ ଗୋଟିଏ ନାମାଙ୍କନ ପତ୍ର ଦାଖଲ

author img

By

Published : Mar 3, 2022, 7:54 PM IST

ବ୍ରହ୍ମପୁର: ପୌର ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଗତକାଲି(ବୁଧବାର)ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଆଜି ଦ୍ବିତୀୟ ଦିନରେ ବ୍ରହ୍ମପୁର ମହାନଗର ନିଗମର ଗୋଟିଏ କର୍ପୋରେଟର ପଦବୀ ପାଇଁ ଜଣେ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି ।

ପୌର ନିର୍ବାଚନ: ୨ୟ ଦିନରେ ବ୍ରହ୍ମପୁର ମହାନଗର ନିଗମରେ ଗୋଟିଏ ନାମାଙ୍କନ ପତ୍ର ଦାଖଲ
ପୌର ନିର୍ବାଚନ: ୨ୟ ଦିନରେ ବ୍ରହ୍ମପୁର ମହାନଗର ନିଗମରେ ଗୋଟିଏ ନାମାଙ୍କନ ପତ୍ର ଦାଖଲ

ଚଳିତ ମହାନଗର ନିର୍ବାଚନ ପାଇଁ ଗତ ଦୁଇ ଦିନ ମଧରେ ବହୁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଫର୍ମ ନେଇଥିବା ବେଳେ ମହାନଗର ନିଗମର ୨୬ ନମ୍ବର ୱାର୍ଡର କର୍ପୋରେଟର ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବରେ ଶରତ ଚନ୍ଦ୍ର ପଣ୍ଡା ନିଜର ପ୍ରସ୍ତାବକ ଓ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ଦୁଇ ଥର ବ୍ରହ୍ମପୁରରେ ୱାର୍ଡ ସଭ୍ୟ ଭାବରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିବା ଶରତ ଚଳିତ ଥର ନାମାଙ୍କନ ଦାଖଲ କରିଛନ୍ତି । ଏହା ପରେ ସହରର ରହିଥିବା ଅନେକ ସମସ୍ୟାର ସମାଧାନ କିପରି କରିବେ ସେ ନେଇ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଜଣାଇଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.