ETV Bharat / city

ଚାଳକ ଦିବସରେ ତାତିଲା ଓଡିଶା ମୋଟର ଚାଳକ ସଂଘ

ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ବ୍ରହ୍ମପୁରରେ ଚାଳକ ଦିବସ ପାଳିତ । ଓଡିଶା ମୋଟର ଚାଳକ ସଂଘ ଶୋଭାଯାତ୍ରା କରି ସାମାଜିକ ସୁରକ୍ଷା ,ବାସଗୃହ, ସ୍ବାସ୍ଥ୍ୟ ଓ ଅଣସଙ୍ଗଠିତ ଚାଳକ ମାନଙ୍କ ପାଇଁ ଆଇନ ପ୍ରଣୟନ କରିବା ଦାବି ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 17, 2019, 9:11 PM IST

ବ୍ରହ୍ମପୁର: ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ବ୍ରହ୍ମପୁରରେ ଚାଳକ ଦିବସ ପାଳିତ ହୋଇଛି । ଏହି ଅବସରରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ବ୍ରହ୍ମପୁର ଠାରେ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ମହାନଗର ପରିସରରେ ଏକ ସ୍ଥାୟୀ ଟ୍ୟାକ୍ସିଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ପ୍ରଦାନ, ବିଶ୍ରାମଗୃହ, ଆଲୋକ ବ୍ୟବସ୍ଥା, ଶୌଚାଳୟ ସୁବନ୍ଦୋବସ୍ତ ସହ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ପଞ୍ଜିକୃତ କରାଇ ସମସ୍ତ ଚାଳକଙ୍କୁ ଡ୍ରାଇଭର କାର୍ଡ ପ୍ରଦାନ କରିବା ନେଇ ଦାବି କରିଛି ସଙ୍ଘ । ସେହିପରି ଓଡିଶା ମୋଟର ଚାଳକ ସଂଘ ସ୍ବତନ୍ତ୍ର ଭାବରେ ଅଣସଙ୍ଗଠିତ ଚାଳକ ମାନଙ୍କର କଲ୍ୟାଣ ଆଇନ ପ୍ରଣୟନ କରାଯାଇ କଲ୍ୟାଣ ପାଣ୍ଠି ଗଠନ କରିବାକୁ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଓଡିଶା ମୋଟର ଚାଳକ ସ°ଙ୍ଘ ପକ୍ଷରୁ ବ୍ରହ୍ମପୁର ଠାରେ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ସ°ଙ୍ଘ ପକ୍ଷରୁ ମହାନଗର ପରିସରରେ ଏକ ସ୍ଥାୟୀ ଟ୍ୟାକ୍ସିଷ୍ଟାଣ୍ଡ ନିର୍ମାଣ ନିମନ୍ତେ ସ୍ଥାନ ପ୍ରଦାନ କରିବା ,ମୋଟର ଚାଳକ ମାନଙ୍କ ନିମନ୍ତେ ଉପଯୁକ୍ତ ବିଶ୍ରାମଗୃହ ,ଆଲୋକ ବ୍ୟବସ୍ଥା ଓ ଶୈଚାଳୟ ସୁବନ୍ଦୋବସ୍ତ କରାଯିବା ,ସରକାର ଙ୍କ ଶ୍ରମ ବିଭାଗ ପକ୍ଷରୁ ସମସ୍ତ ଚାଳକ ମାନଙ୍କୁ ପଞ୍ଜିକୃତ କରାଯାଇ ଡ୍ରାଇଭର କାର୍ଡ ପ୍ରଦାନ କରିବା ,ସ୍ବତନ୍ତ୍ର ଭାବରେ ଅଣସ°ଙ୍ଗଠିତ ଚାଳକ ମାନଙ୍କର କଲ୍ୟାଣ ଆଇନ ପ୍ରଣୟନ କରାଯାଇ କଲ୍ୟାଣ ପାଣ୍ଠି ଗଠନ କରିବା ଦାବୀ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

Body:ବାଇଟ୍-ଦେବଦତ୍ତ ଡାକୁଆ(କର୍ମକର୍ତ୍ତା,ଓଡିଶା ମୋଟର ଚାଳକ ସ°ଙ୍ଘ)

Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.