ETV Bharat / city

ସ୍ୟାଣ୍ଡ ଆନିମେସନରେ ଓଡିଆ ନବବର୍ଷ ଓ କୋରୋନା ସୁରକ୍ଷା ବାର୍ତ୍ତା - ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା

ଓଡିଆ ନବ ବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟ ମହାରଣା । କେବଳ ସେତିକି ନୁହେଁ, ବରଂ କୋରୋନା ପାଇଁ ସଭିଏଁ ଘରେ ରୁହନ୍ତୁ ବୋଲି ମଧ୍ୟ ସେ ବାର୍ତ୍ତା ଦେଇଛନ୍ତି ।

sand animation, odia new year wish in sand animation, corona safety message in sand animation, berhampur latest news, berhampur sand artist satya moharana, ସ୍ୟାଣ୍ଡ ଆନିମେସନ, ସ୍ୟାଣ୍ଡ ଆନିମେସନରେ ଓଡିଆ ନବ ବର୍ଷର ଶୁଭେଚ୍ଛା, ସ୍ୟାଣ୍ଡ ଆର୍ଟରେ କୋରୋନା ପାଇଁ ସୁରକ୍ଷାର ବାର୍ତ୍ତା, ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌
ସ୍ୟାଣ୍ଡ ଆନିମେସନରେ ଓଡିଆ ନବ ବର୍ଷ ଓ କୋରୋନା ପାଇଁ ସୁରକ୍ଷାର ବାର୍ତ୍ତା
author img

By

Published : Apr 13, 2020, 10:52 PM IST

Updated : Apr 14, 2020, 11:42 AM IST

ବ୍ରହ୍ମପୁର: ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇ ଘରେ ରହିବାକୁ ବାଲୁକା ଶିଳ୍ପୀଙ୍କ ଆହ୍ବାନ । ସୋମବାର ଓଡିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟ ମହାରଣା । କେବଳ ସେତିକି ନୁହେଁ, ବରଂ କୋରୋନା ପାଇଁ ସଭିଏଁ ଘରେ ରୁହନ୍ତୁ ବୋଲି ମଧ୍ୟ ସେ ବାର୍ତ୍ତା ଦେଇଛନ୍ତି ।

ସ୍ୟାଣ୍ଡ ଆନିମେସନରେ ଓଡିଆ ନବବର୍ଷ ଓ କୋରୋନା ସୁରକ୍ଷା ବାର୍ତ୍ତା

ବାଲୁକାକଳାରେ ସର୍ବଦା ନିଜକୁ ନିମଗ୍ନ ରଖୁଥିବା ଏହି ଯୁବ ପ୍ରତିଭା ଜଣଙ୍କ ବିଭିନ୍ନ ସମୟରେ ନିଜ ବାଲୁକାକଳା ଜରିଆରେ ବିଭିନ୍ନ ବାର୍ତ୍ତା ଦେଇ ଆସିଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ବ ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ଲକଡାଉନ ଦେଇ ଗତି କରୁଥିବା ବେଳେ ସତ୍ୟ ଏନେଇ ଦେଇଛନ୍ତି ସୁରକ୍ଷାର ବାର୍ତ୍ତା । ସେ ସ୍ୟାଣ୍ଡ ଆନିମେସନ ଜରିଆରେ ‘ସୁରକ୍ଷିତ ରହିବା ପାଇଁ ଘରେ ରୁହନ୍ତୁ’ର ବାର୍ତ୍ତା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 14, 2020, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.