ETV Bharat / city

ସାଂସଦ ପ୍ରମିଳାଙ୍କୁ ‘ଆର୍ଥ ହିରୋ ଆୱାର୍ଡ’ - MP Pramila Bisoi get earth hero award

ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ ପାଇଁ ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଷୋୟୀଙ୍କୁ ମିଳିଲା ଆର୍ଥ ହିରୋ ଆୱାର୍ଡ । ପ୍ରମିଳା ବର୍ଷ ବର୍ଷ ଧରି ମୟୂରମାନଙ୍କ ସୁରକ୍ଷା ଓ ସେମାନଙ୍କର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Nov 8, 2019, 10:41 PM IST

ବ୍ରହ୍ମପୁର: ଜୀବନବ୍ୟାପୀ ସଫଳତା ପାଇଁ ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଷୋୟୀଙ୍କୁ ମିଳିଲା ‘ଆର୍ଥ ହିରୋ ଆୱାର୍ଡ’ । ପ୍ରମିଳା ବର୍ଷ ବର୍ଷ ଧରି ନିଜର ଚେରମାରିଆ ପାକଡି ଅଞ୍ଚଳରେ ମୟୂର ମାନଙ୍କ ସୁରକ୍ଷା ଓ ସେମାନଙ୍କର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ସହ ଜୀବନବ୍ୟାପୀ ସଫଳତା (ଲାଇଫ ଟାଇମ ଆଚିଭମେଣ୍ଟ) ପାଇଁ 2019 ମସିହାର ଆର୍ଥ ହିରୋ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।

ଜୀବନବ୍ୟାପୀ ସଫଳତା ପାଇଁ ସାଂସଦ ପ୍ରମିଳା ବିଷୋୟୀଙ୍କୁ ଆର୍ଥ ହିରୋ ଆୱାର୍ଡ

ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ରୟାଲ ବ୍ୟାଙ୍କ ଅଫ୍‌ ସ୍କର୍ଟଲାଣ୍ଡ (ଆରବିଏସ) ଗ୍ରୁଫ୍ ପକ୍ଷରୁ ଏହି ସମ୍ମାନ ଜନକ ଆୱାର୍ଡ ପ୍ରଦାନ କରାଯାଇଛି । ଆସିକା ସାଂସଦଙ୍କୁ ଏହି ଆୱାର୍ଡ ପ୍ରଦାନ ଉତ୍ସବରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଗଞ୍ଜାମ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସେ ଗତ 18 ବର୍ଷ ଧରି ମହିଳାଙ୍କ ସହିତ ମୟୂର ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବାବେଳେ ପୂର୍ବରୁ ଓଡିଶା ସରକାରଙ୍କ ଠାରୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିଶ୍ର ପୁରସ୍କାର ପାଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଜୀବନ ବ୍ୟାପି ସଫଳତା ପାଇଁ ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଷୋୟୀ ଙ୍କୁ ମିଳିଲା ଆର୍ଥ ହିରୋ ଆୱାର୍ଡ । ଶ୍ରୀମତି ବିଷୋୟୀ ବର୍ଷ ବର୍ଷ ଧରି ନିଜର ଚେରମାରିଆ ପାକଡି ଅଞ୍ଚଳରେ ମୟୁର ମାନଙ୍କ ସୁରକ୍ଷା ଓ ସେମାନଙ୍କର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ସହ ଜୀବନ ବ୍ୟାପି ସଫଳତା (ଲାଇଫ ଟାଇମ ଆଚିଭମେଣ୍ଟ) ପାଇଁ ୨୦୧୯ ମସିହାର ଆର୍ଥ ହିରୋ ଆୱାର୍ଡ ମିଳିଥିବା କୁହାଯାଇଛି । ରୟାଲ ବ୍ୟାଙ୍କ ଅଫ୍‌ ସ୍କର୍ଟଲାଣ୍ଡ (ଆରବିଏସ) ଗ୍ରୁଫ୍ ପକ୍ଷରୁ ଏହି ସମ୍ମାନ ଜନକ ଆୱାର୍ଡ ପ୍ରଦାନ ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯାଇଛି । ଆସିକା ସାଂସଦ ଶ୍ରୀମତି ବିଶୋୟୀଙ୍କ ସହିତ ଏହି ସମ୍ମାନଜନକ ଆୱାର୍ଡ ପ୍ରଦାନ ଉତ୍ସବରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ , ଗଞ୍ଜାମ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । । ସେ ଗତ ୧୮ ବର୍ଷ ଧରି ମହିଳା ଙ୍କ ସହିତ ମୟୁର ମାନଙ୍କୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବେଳେ ସେ ପୂର୍ବରୁ ଓଡିଶା ସରକାର ଙ୍କ ଠାରୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିଶ୍ର ପୁରସ୍କାର ପାଇଥିଲେ ।ଏହି ସମ୍ମାନ ପାଇବା ପରେ କଣ କହୁଛନ୍ତି ଶ୍ରୀମତି ପ୍ରମିଳା ବିଷୋୟୀ ଆସନ୍ତୁ ଶୁଣିବା ..

ବାଇଟ୍-ପ୍ରମିଳା ବିଷୋୟୀ(ଆସ୍କା ସାଂସଦ )*ମଞ୍ଚରେ କହିଥିବା ଭାଷଣ କୁ ବ୍ୟବହାର କରିପାରିବା

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.