ETV Bharat / city

ବାରହା ଶିକାରୀଙ୍କ ଜାଲରେ ପଡି ଚାଷୀ ମୃତ - man dead in electric shock in ganjam

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପିହାଣିଆ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ବାରହା ଶିକାର ପାଇଁ ପଡିଥିବା ବିଦ୍ୟୁତ ତାର ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ  ଘଟିଛି । ତେବେ  ଘଟଣାକୁ ଲୁଚାଇବାକୁ ଯାଇ କିଛି ଅଞ୍ଚଳବାସୀ  ମୃତଦେହକୁ ପୋଡିବାକୁ ନେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ମୃତଦେହକୁ ଉଦ୍ଧାର କରି  ତଦନ୍ତ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Nov 13, 2019, 10:49 PM IST

ବ୍ରହ୍ମପୁର: ବିଦ୍ୟୁତ ତାର ଲାଗି ଜଣେ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପିହାଣିଆ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ବାରହା ଶିକାର ପାଇଁ ପଡିଥିବା ବିଦ୍ୟୁତ ତାର ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ଘଟଣାକୁ ଲୁଚାଇବାକୁ ଯାଇ କିଛି ଅଞ୍ଚଳବାସୀ ମୃତଦେହକୁ ପୋଡିବାକୁ ନେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ପିହାଣିଆ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ କୌଣସି ଦୁର୍ବୃତ୍ତ ବାରହା ଶିକାର କରିବା ପାଇଁ ବେଆଇନ ଭାବେ ବିଦ୍ୟୁତ ତାର ବିଛାଇଥିଲେ । ଉକ୍ତ ଗ୍ରାମର ଧୋବା ସିଟ୍ଟ ନାମକ ଜଣେ ଚାଷୀ ଜଙ୍ଗଲକୁ ଯିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ବୁଧବାର ଭୋର ସମୟରେ ତିନି ଜଣ ବ୍ୟକ୍ତି କାହାରିକୁ ନଜଣାଇ ମୃତଦେହକୁ ଶବ ସତ୍କାର କରିବାକୁ ଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
ବାରହା ଶିକାର ପାଇଁ ପଡିଥିବା ବିଦ୍ୟୁତ ତାର ଲାଗି ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ତରବରିଆ ଭାବରେ ଶବକୁ ପୋଡି ଯାଉଥିବା ଘଟଣା ଜଣାପଡିବା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଘଟଣାର ତଦନ୍ତ । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ପିହାଣିଆ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ କୌଣସି ଦୁବୁର୍ତ୍ତ ବାରହା ଶିକାର କରିବା ପାଇଁ ବେଆଇନ ଭାବେ ବିଦ୍ୟୁତ ତାର ବିଛାଇଥିଲେ । ହେଲେ ସେହି ଗ୍ରାମର ଧୋବା ସିଟ୍ଟ ନାମକ ଜଣେ ଚାଷୀ ବିଦ୍ୟୁତ ତାର ଆଘାତରେ ଆସି ମୃତ୍ୟୁ ଘଟିଛି । ତିନି ଜଣ ବ୍ୟକ୍ତିବିଶେଷ ରାତ୍ର ସମୟରେ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସମ୍ପର୍କ ରେ ସ୍ଥାନୀୟ ଲୋକେ କାହାରିକୁ ନଜଣାଇ ଶବ ସତ୍କାର କରିବାକୁ ଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟପଟେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି l
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.