ETV Bharat / city

ଲକଡାଉନ କଟକଣା: ଅସହାୟଙ୍କୁ ସହଯୋଗ କରୁଛନ୍ତି ପୂର୍ବତନ ଛାତ୍ର ନେତା - berhampur news

ଲକଡାଉନ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢାଉଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଲଲାଟ ଗୌଡ । ଅଧିକ ପଢନ୍ତୁ...

Lockdown cuts: Former student leader helping the needy
ଲକଡାଉନ କଟକଣା: ଅସହାୟଙ୍କୁ ସହଯୋଗ କରୁଛନ୍ତି ପୂର୍ବତନ ଛାତ୍ର ନେତା
author img

By

Published : Apr 21, 2020, 12:32 AM IST

ବ୍ରହ୍ମପୁର: କୋରୋନା ପାଇଁ ସାରା ଦେଶରେ ଲକଡାଉନ । ଆଉ ଏହି ସମୟ ଅନେକ ଗରିବ, ଅସହାୟ ଓ ଦିନ ମଜୁରିଆଙ୍କ ପାଇଁ ବେଶ କଷ୍ଟସାଧ୍ୟ ହୋଇପଡିଛି । ଏମିତି ସ୍ଥିତି କୌଣସି ଗରିବ ପରିବାରର ଖାଇବା ପାଇଁ ଆବଶ୍ୟତା ରହିଥିବା ଖବର ଶୁଣିବା ମାତ୍ରେ ନିଜେ ତାଙ୍କ ଘରେ ପହଞ୍ଚି ସହୟତା ଯୋଗାଉଛନ୍ତି ଗଞ୍ଜାମ ଜିଲ୍ଲାର ଛାତ୍ର ନେତା ଲଲାଟ ଗୌଡ ।

ଲକଡାଉନ କଟକଣା: ଅସହାୟଙ୍କୁ ସହଯୋଗ କରୁଛନ୍ତି ପୂର୍ବତନ ଛାତ୍ର ନେତା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଲଲାଟ । ଗତ କିଛି ଦିନ ଧରି ସେ ଗାଁରୁ ଗାଁକୁ ବୁଲି ଗରିବ ପରିବାରକୁ ବଢାଉଛନ୍ତି ସହାୟତାର ହାତ । ଲଲାଟ କହିଛନ୍ତି ଯେ, ଲକଡାଉନ ଯୋଗୁଁ ସରକାରଙ୍କ ପକ୍ଷରୁ ଗରିବଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ହେଲେ ଯେଉଁମାନଙ୍କ ପାଖରେ ଏହି ସହୟତା ପହଞ୍ଚିପାରୁନି ସେ ତାଙ୍କ ପାଖରେ ନିଶ୍ଚିଚ ରୂପେ ପହଞ୍ଚି ନିଜ ସମର୍ଥ ଅନୁଯାୟୀ ସହଯୋଗ କରିବେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.