ETV Bharat / city

ରୀତିନୀତିରେ ଚାଲିଛି ମା' କାଳୀଙ୍କ ପୂଜାର୍ଚ୍ଚନା - kali puja

ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ପାରମ୍ପାରିକ ରୀତିନୀତି ଅନୁସାରେ ଚାଲିଛି ମା'ଙ୍କ ପୂଜା । ଅଧିକ ପଢନ୍ତୁ...

ରୀତିନୀତିରେ ଚାଲିଛି ମା' କାଳୀଙ୍କ ପୁଜାର୍ଚ୍ଚନା

author img

By

Published : Nov 5, 2021, 8:55 AM IST

ବ୍ରହ୍ମପୁର: ଧରାପୃଷ୍ଠରେ ଧରାବତରଣ କରିଛନ୍ତି ମା'କାଳୀ । କୋରୋନା କଟକଣା ପାଇଁ ପୂଜା ଫିକା ପଡିଛି ସତ । ହେଲେ ରୀତିନୀତି ଓ ପରମ୍ପରା ବଜାୟ ରହିଛି । ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ପାରମ୍ପାରିକ ରୀତିନୀତି ଅନୁସାରେ ଚାଲିଛି ମା'ଙ୍କ ପୂଜା ।

ରୀତିନୀତିରେ ଚାଲିଛି ମା' କାଳୀଙ୍କ ପୁଜାର୍ଚ୍ଚନା

ସହରର କୋର୍ଟପେଟା ପୂଜା ମଣ୍ଡପରେ କୋଭିଡ କଟକଣାରେ ମା'ଙ୍କ ପୂଜା କରାଯାଉଛି । ସୀମିତ ପୂଜକ ଏବଂ ପୂଜା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତରେ ମା’ଙ୍କ ପୂଜା କରାଯାଉଛି । ସକାଳେ ସୂର୍ଯ୍ୟପୂଜା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପୂଜା ସହିତ ମାଆଙ୍କ ଚଣ୍ଡୀପାଠ ହୋଇଛି ।ଏହା ପରେ ମା'ଙ୍କର ଅନ୍ୟ ସମସ୍ତ ପ୍ରକାର ପୂଜାର୍ଚ୍ଚନା କରାଯାଇଛି । ମା’ଙ୍କୁ ସର୍ବସାଧାରଣରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି ।

କୋଭିଡ କଟକଣା ସହିତ ଯେପରି ଦୁର୍ଗା ପୂଜା ଶେଷ ହୋଇଥିଲା ସେହପରି କାଳୀ ପୂଜା ମଧ୍ୟ ଚାଳିଛି । ଶାନ୍ତି ଶୃଙ୍ଖଳା ସହିତ ପୂଜା ଶେଷ କରିବାକୁ ପୂଜା କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.