ETV Bharat / city

କୋରୋନା ଭୟ: ବ୍ରହ୍ମପୁରରେ ଫିକା ପଡିଲା ହୋଲି ! - corona virus in berahmpur

କୋରୋନା ଭାଇରସ ଭୟରେ ବ୍ରହ୍ମପୁର ସହର । ଫିକା ପଡିଲା ରଙ୍ଗର ପର୍ବ ହୋଲି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ଭୟରେ ବ୍ରହ୍ମପୁରରେ ଫିକା ପଡିଲା ହୋଲି !

author img

By

Published : Mar 10, 2020, 9:21 AM IST

ବ୍ରହ୍ମପୁର: କୋରୋନା ଭାଇରସ ଭୟରେ ରେଶମ ସହର ବ୍ରହ୍ମପୁରରେ ଫିକା ପଡିଲା ରଙ୍ଗର ପର୍ବ ହୋଲି । ଆଉ ଏଥିଲାଗି ମାନ୍ଦା ହୋଇଛି ରଙ୍ଗ ବଜାର । ହୋଲି ପାଇଁ ସଜେଇ ହୋଇଥିବା ସହରର ବଜାରରେ ସରକାର ଏବଂ ପ୍ରଶାସନର ସଚେତନତା କାରଣରୁ ଭୟରେ ବଜାର ଆସୁନାହାଁନ୍ତି ଗ୍ରାହକ ।

କୋରୋନା ଭୟରେ ବ୍ରହ୍ମପୁରରେ ଫିକା ପଡିଲା ହୋଲି !

ଯାହାକୁ ନେଇ ରଙ୍ଗ ବଜାରରେ ବିକ୍ରି ବଟା ହେଉନଥିବାରୁ ଚଳିତ ବର୍ଷ ଆଶା ଆଶଙ୍କାରେ ବ୍ୟବସାୟୀ ମାନେ। ଏପରିକି ଚଳିତଥର ରଙ୍ଗ, ଅବିର ତଥା ପିଚକାରୀ ସହିତ ମୁଖାର ପସରା ରହିଥିଲେ ମଧ୍ୟ ହାତ ଗଣତି ଗ୍ରାହକ । ଅନେକ ନିଜ ଘରେ ହିଁ ହରବାଲ ରଙ୍ଗ ବ୍ୟବହାର କରିବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.