ETV Bharat / city

ବ୍ରହ୍ମପୁରରେ ଗ୍ରୀନ ଆକ୍ସନ ସପ୍ତାହ ପାଳିତ - ବ୍ରହ୍ମପୁରରେ ଗ୍ରୀନ ଏକ୍ସନ ସପ୍ତାହ

ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ବ୍ରହ୍ମପୁରରେ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ଗ୍ରୀନ ଆକ୍ସନ ସପ୍ତାହ ପାଳିତ । ଅତିଥି ଭାବେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 21, 2019, 5:01 AM IST

ବ୍ରହ୍ମପୁର: ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ରେଶମ ସହର ବ୍ରହ୍ମପୁରରେ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ପକ୍ଷରୁ ପାଳିତ ହୋଇଛି ଗ୍ରୀନ ଆକ୍ସନ ସପ୍ତାହ । ସହରର ଏକ ହୋଟେଲ ପରିସରରେ ଆୟୋଜିତ ହୋଇଥିଲା ଏହି ଦିନିକିଆ କର୍ମଶlଳା । ଅନୁଷ୍ଠାନର ସଭାପତି ବିଭୁ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସମାଜରେ ପ୍ରତ୍ୟେକ କିପରି ଉନ୍ନତ ଖାଦ୍ୟ ଖାଇବେ, ସୁନ୍ଦର ସ୍ୱାସ୍ଥ୍ୟକୁ ଜୀବନଧାରଣ କରିବେ ଓ ଏହାର ଉନ୍ନତି ଆଣିବା ପାଇଁ ଏହାର ତଦାରଖ ସହ କିପରି କାର୍ଯ୍ୟକାରୀ କରାଯିବ ସେନେଇ ସମସ୍ତେ ମତ ପ୍ରକାଶ କରିଛନ୍ତି l ଏଥିରେ ସହରର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ରବିନ ହୁଡ଼ ଆର୍ମି, ଟିମ କ୍ଲିନ ସିଟି, ମାରୱାଡ଼ି ମହିଳା ସମିତି ଏବଂ ମହାତ୍ମା ହେଲ୍ପ କ୍ଳବ ଭଳି ବିଭିନ୍ନ ସଙ୍ଗଠନ ମିଳିତ ଭାବେ ଯୋଗ ଦେଇଥିଲେ l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Intro:ପରିବେଶ ସନ୍ତୁଳନ କରିବା ନିମନ୍ତେ ରେଶମ ସହର ବ୍ରହ୍ମପୁର ରେ ୟୁଥ ଫର ସୋସିଆଲ ଡେଭଲପମେଣ୍ଟ ତରଫରୁ ପାଳିତ ହୋଇଯାଇଛି ଗ୍ରୀନ ଏକ୍ସନ ସପ୍ତାହ । ସହରର ହୋଟେଲ ମୋତି ପରିସରରେ ଆୟୋଜିତ ଦିନିକିଆ କର୍ମଶlଳାରେ ଅନୁଷ୍ଠାନର ସଭାପତି ବିଭୁ ପ୍ରସାଦ ସାହୁ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ସମାଜରେ ପ୍ରତ୍ୟେକ କିପରି ଉନ୍ନତ ଖାଦ୍ୟ ଖାଇବେ, ସୁନ୍ଦର ସ୍ୱାସ୍ଥ୍ୟକୁ ଜୀବନଧାରଣ କରିବେ ଓ ଏହାର ଉନ୍ନତି ଆଣିବା ପାଇଁ ଚତୁଃପାର୍ଶ୍ୱରେ ଯେଭଳି ଅସହାୟ ବ୍ୟକ୍ତିବିଶେଷ ଖାଦ୍ୟଭାବ ଯୋଗୁଁ ଏକ ପ୍ରକାର ପାଗଳଙ୍କ ପରି ଘୁରି ବୁଲିଥାନ୍ତି ସେମାନଙ୍କ ଥଇଥାନ ନିମନ୍ତେ କିପରି ତଦାରଖ ସହ କାର୍ଯ୍ୟକାରୀ କରାଯିବ ସେ ନେଇ ମତ ପ୍ରକାଶ କରିଥିଲେ l ଏଥିରେ ସହରର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ, ରୁବେନ ହୁଡ଼ ଆର୍ମି, ଟିମ କ୍ଲିନ ସିଟି, ମାରୁବାଡ଼ି ମହିଳା ସମିତି ଏବଂ ମହାତ୍ମା ହେଲ୍ପ କ୍ଳବ ଭଳି ବିଭିନ୍ନ ସଂଗଠନ ମିଳିତ ଭାବେ ଯୋଗ ଦେଇଥିଲେ l
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.