ETV Bharat / city

ପୁଣି ଶିଶୁ କନ୍ୟାର ମୁଣ୍ଡ ବିହୀନ ଶରୀର ଉଦ୍ଧାର

author img

By

Published : Mar 5, 2021, 8:36 AM IST

ଶିଶୁ କନ୍ୟାର ମୁଣ୍ଡ ବିହୀନ ଶରୀର ରେଳବ୍ରିଜ କଡରୁ ଉଦ୍ଧାର। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଶିଶୁ କନ୍ୟାର ମୁଣ୍ଡ ବିହୀନ ଶରୀର ରେଳବ୍ରିଜ କଡରୁ ଉଦ୍ଧାର

ବ୍ରହ୍ମପୁର: ଶିଶୁ କନ୍ୟାର ମୁଣ୍ଡ ବିହୀନ ଶରୀର ରେଳବ୍ରିଜ କଡରୁ ଉଦ୍ଧାର। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼ଶଙ୍ଖ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l

ମୁଣ୍ଡ ବିହୀନ ଛୋଟ କନ୍ୟାସନ୍ତାନର ବୟସ ବୟସ ଆନୁମାନିକ ଦେଢରୁ ଅଢେଇ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏପଟେ ଶିଶୁକନ୍ୟାଟିକୁ କେହି ହତ୍ୟା କରିବା ପରେ ଶରୀରରୁ ମୁଣ୍ଡ ଅଲଗା କରି ରେଳ ବ୍ରିଜ଼ କଡରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି l

ଶିଶୁଟିର ଶରୀରକୁ ପ୍ରଥମେ ଦେଖି କିଛି ସ୍ଥାନୀୟ ବ୍ୟକ୍ତିବିଶେଷ ପୋଲିସକୁ ଜଣାଇଥିଲେ l ପୋଲିସ ମାମଲାର ଅନୁସନ୍ଧlନ ଜାରି ରଖିଛି l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.