ETV Bharat / city

ମୃତ ହୋମଗାର୍ଡଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ

author img

By

Published : Aug 24, 2021, 10:01 PM IST

ଗଞ୍ଜାମ କବିସୂର୍ଯ୍ୟନଗର ଅଞ୍ଚଳରେ ହୋମଗାର୍ଡ ଏ.ଅଶୋକ କୁମାର ଦାରୋଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲା ପୋଲିସ । ଅଧିକ ପଢନ୍ତୁ...

ମୃତ ହୋମଗାର୍ଡଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ
ମୃତ ହୋମଗାର୍ଡଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ହୋମଗାର୍ଡ ମୃତ୍ୟୁ ଘଟଣା । ମୃତ ହୋମଗାର୍ଡଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କଲା ଜିଲ୍ଲା ପୋଲିସ । ଗତ ମେ ମାସ ୯ ତାରିଖରେ କବିସୂର୍ଯ୍ୟନଗର ଅଞ୍ଚଳର ହୋମଗାର୍ଡ ଏ.ଅଶୋକ କୁମାର ଦାରୋଙ୍କ ମୃତ୍ୟୁ ଘଟିଥିଲା । ମଙ୍ଗଳବାର ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ପରିସରରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ମୃତ ଗୃହରକ୍ଷୀଙ୍କ ପତ୍ନୀ ଇ.ଲିପସା ରାଓଙ୍କୁ ଏକ ଲକ୍ଷ ୭୬ ହଜାର ସାତ ଶହ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲା ହୋମ ଗାର୍ଡ ଅନୁଷ୍ଠାନ ପକ୍ଷରୁ ମୃତ ହୋମଗାର୍ଡଙ୍କ ପରିବାରକୁ ଦିନକର ଦରମା ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.