ETV Bharat / city

ବ୍ରହ୍ମପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ - ଗଞ୍ଜାମ ଜିଲ୍ଲାପାଳ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କୋରୋନାର ପ୍ରଭାବରେ ସହରର ଅଟକି ରହିଥିବା ଉନ୍ନୟମମୂଳକ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହାସହ ରକ୍ ଗାର୍ଡେନ , ଷ୍ଟାଡିୟମ୍ ଏବଂ ରାମଲିଙ୍ଗମ୍ ପୋଖରୀର ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ...

ବ୍ରହ୍ମପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Nov 4, 2020, 4:18 AM IST

ବ୍ରହ୍ମପୁର: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ । ବ୍ରହ୍ମପୁର ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ବ୍ରହ୍ମପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

କୋରୋନାର ପ୍ରଭାବରେ ସହରର ଉନ୍ନୟମମୂଳକ କାର୍ଯ୍ୟ ହୋଇପାରିନଥିବା ବେଳେ ପୁଣି ଥରେ ସମସ୍ତ କାର୍ଯ୍ୟକୁ ଆରମ୍ଭ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସହରରେ ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ଏହା ସହ ଏହାକୁ ଯେପରି ତୁରନ୍ତ ଶେଷ କରାଯିବା ନେଇ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ନିର୍ମାଣ ଚାଲୁଥିବା ରକ୍ ଗାର୍ଡେନ , ଷ୍ଟାଡିୟମ୍ ଏବଂ ରାମଲିଙ୍ଗମ୍ ପୋଖରୀର ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ । ଆଗାମୀ ଏକ ମାସ ମଧ୍ୟରେ ରାମଲିଙ୍ଗମ୍ ପୋଖରୀର ଉନ୍ନତିକରଣ ଶେଷ ହେବ । ଏହା ସହ ଷ୍ଟାଡିୟମ୍ କାର୍ଯ୍ୟ ଆଗାମୀ ମାର୍ଚ୍ଚ ମାସ ମଧ୍ୟରେ ଶେଷ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.