ETV Bharat / city

ଗାନ୍ଧୀ @150:  ବ୍ରହ୍ମପୁରର ଏହି ଘରେ 3ଦିନ ରହିଥିଲେ ବାପୁ - 150ତମ ଗାନ୍ଧୀ ଜୟନ୍ତୀ

ବାପୁଙ୍କ ପ୍ରଥମ ଓଡିଶା ଗସ୍ତ ବେଳେ ବ୍ରହ୍ମପୁରର ସେ 3 ଦିନ ରହିଥିଲେ । ଏଠାରେ ସେ ଯାହା ଘରେ ଅବସ୍ଥାନ କରିଥିଲେ ତାଙ୍କ ଠାରୁ ସେଦିନର ସ୍ମୃତିକୁ ସାଉଁଟିଛନ୍ତି ଆମ ସମ୍ବାଦଦାତା ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 2, 2019, 2:24 PM IST

ବ୍ରହ୍ମପୁର: ସ୍ବତନ୍ତ୍ରତା ପାଇଁ ପୂରା ଭାରତବର୍ଷ ଗସ୍ତ କରିଥିବା ବାପୁ 7 ଥର ଓଡିଶା ଆସିଥିଲେ । ୧୯୨୧ ମସିହା ମାର୍ଚ୍ଚ ମାସରେ ପ୍ରଥମ ଥର ଓଡିଶା ମାଟିରେ ପାଦ ରଖିଖିଲେ । ଏହି ସମୟରେ ବାପୁ ବ୍ରହ୍ମପୁର ବି ଆସିଥିଲେ । ଏଠାରେ ସେ 3ଦିନ ରହିଥିଲେ ।

ମାର୍ଚ୍ଚ ୨୭ ରୁ ୨୯ ପର୍ଯ୍ୟନ୍ତ ସହରର ପୁରୁଣା ଆମ୍ବ ମାର୍କେଟ ସମ୍ମୁଖରେ ଥିବା ବରିଷ୍ଠ ଆଇନଜୀବୀ ସ୍ବର୍ଗତ ମଧୁସୂଦନ ପାଣିଗ୍ରାହୀଙ୍କ ଘରେ ସେ ଅବସ୍ଥାନ କରିଥିଲେ । ଗାନ୍ଧୀଙ୍କ 3ଦିନ ରହଣୀ ମଧ୍ୟରେ ଏଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା । ଏହି ଅଭୁଲା ଦିନକୁ ଆଜି ବି ସ୍ମରଣ କରୁଛନ୍ତି ରେଶମ ସହର ବାସିନ୍ଦା। ସହରର ଏହି ସ୍ଥାନ କୁ ମଧୁ ମନ୍ଦିର କୁହାଯାଉଛି । ଏ ନେଇ ସ୍ବର୍ଗତ ପାଣିଗ୍ରାହୀଙ୍କ ସୁପୁତ୍ର ତଥା ଗଞ୍ଜାମ ଓକିଲ ସଙ୍ଘର ସଭାପତି ରବି ପାଣିଗ୍ରାହୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ଗାନ୍ଧୀ @150: ବ୍ରହ୍ମପୁରର ଏହି ଘରେ 3ଦିନ ରହିଥିଲେ ବାପୁ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:୧୯୨୧ ମସିହା ମାର୍ଚ୍ଚ ମାସରେ ବ୍ରହ୍ମପୁରରେ ସହରରେ ତିନି ଦିନ ଅବସ୍ଥାନ କରିଥିଲେ ଜାତିର ଜନକ ମହତ୍ମାଗାନ୍ଧୀ ।ମାର୍ଚ୍ଚ ମାସର ୨୭ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସହରର ପୁରୁଣା ଆମ୍ବ ମାର୍କେଟ ସମୁଖରେ ରହିଥିବା ସ୍ବର୍ଗତ ବରିଷ୍ଠ ଆଇନଜୀବୀ ଙ୍କ ଘରେ ଅବସ୍ଥାନ କରିଥିଲେ ।ସେହି ସମୟରେ ସହରରେ ମହାତ୍ମାଗାନ୍ଧୀ ଙ୍କ ଉପସ୍ଥିତ ରେ ତିନି ଦିନ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା ।ଆଜି ଜାତିର ଜନକ ବାପୁଙ୍କ ୧୫୦ ବର୍ଷ ଜୟନ୍ତୀ ସାରା ଦେଶ ପାଳନ।କରୁଥିବା ବେଳେ ସେହି କଥା କୁ ଆଜି ସ୍ମରଣ କରୁଛନ୍ତି ରେଶମ ସହର ବାସିନ୍ଦା ।ସହରର ଏହି ସ୍ଥାନ କୁ ମଧୁ ମନ୍ଦିର କୁହାଯାଉଥିବା ବେଳେ ସ୍ବର୍ଗତ ପାଣିଗ୍ରାହୀ ଙ୍କ ସୁପୁତ୍ର ବରିଷ୍ଠ ଆଇନଜୀବୀ ତଥା ଗଞ୍ଜାମ ଓକିଲ ସ°ଙ୍ଘର ସଭାପତି ରବି ପାଣିଗ୍ରାହୀ ଙ୍କ ସହ ସେହି ଦିନର ସ୍ମୃତିକୁ ନେଇ ଆଲୋଚନା କରିଥିଲେ ଆମ ସମ୍ବାଦଦାତା...
one to one

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.