ETV Bharat / city

ଜୁଆ ଆଡ୍ଡାରେ ପୋଲିସର ଚଢାଉ,୮ ଅଟକ

author img

By

Published : Apr 3, 2021, 7:07 AM IST

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ । ୮ ଅଟକ, ତିନି ଲକ୍ଷ ୬୩ ହଜାର ଟଙ୍କା ଜବତ । ଅଧିକ ପଢନ୍ତୁ...

_gambling raid in Brahmapur
ଜୁଆ ଆଡ୍ଡାରେ ପୋଲିସର ଚଢାଉ,୮ ଅଟକ

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାରେ । ବ୍ରହ୍ମପୁର ସହରର ଗୋଷାଣି ନୂଆଗାଁ ଥାନା ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଥିଲା । ଏହି ଘଟଣାରେ 8 ଜଣଙ୍କୁ ଅଟକ କରାଯାଇଥିବା ବେଳେ ତିନି ଲକ୍ଷ ୬୩ ହଜାର ନଅ ଶହ ଟଙ୍କା ଜବତ କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ,ସହରର ଗୋଷାଣିନୂଆଗାଁ ଶାସ୍ତ୍ରୀନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ଜୁଆ ଆଡ୍ଡା ଚାଲିଥିଲା । ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.