ETV Bharat / city

ପ୍ରଶାସନର କଟକଣା ମଧ୍ୟରେ ଗଞ୍ଜାମରେ ଘରେ ଘରେ ପୂଜା ପାଇବେ ଗଜାନନ

author img

By

Published : Aug 19, 2020, 10:36 PM IST

ଆଉ 2 ଦିନ ପରେ ପୂଜା ହେବାକୁ ଥିବାରୁ ସହରର ବିଭିନ୍ନ ମୂର୍ତ୍ତି ବିକ୍ରି ହେଉଥିବା ସ୍ଥାନରେ ଭିଡ ଜମୁଥିବା ଦେଖାଯାଇଛି ।

ପ୍ରଶାସନର କଟକଣା ମଧ୍ୟରେ ଗଞ୍ଜାମ ଘରେ ଘରେ ପୂଜା ପାଇବେ ଗଜାନନ

ବ୍ରହ୍ମପୁର: ଜିଲ୍ଲା ପ୍ରଶାସନର କଟକଣା ମଧ୍ୟରେ ଗଞ୍ଜାମ ଘରେ ଘରେ ପୁଜା ପାଇବେ ବିଘ୍ନରାଜ ଗଜାନନ । କୋଭିଡ ୧୯ କଟକଣାକୁ ନେଇ ଆଗାମୀ ଗଣେଷ ପୂଜା ସେଲିବ୍ରେସନ ନକରିବା ପାଇଁ ଜିଲ୍ଲାପାଳ ଟ୍ବିଟ ମାଧ୍ୟମରେ ଅବଗତ କରିବା ପରେ ଚଳିତ ବର୍ଷ ଘରେ ଘରେ ପାଳନ ହେବ ଏହି ପୂଜା। ଆଉ 2 ଦିନ ପରେ ପୂଜା ହେବାକୁ ଥିବାରୁ ସହରର ବିଭିନ୍ନ ମୂର୍ତ୍ତି ବିକ୍ରି ହେଉଥିବା ସ୍ଥାନରେ ଭିଡ ଜମୁଥିବା ଦେଖାଯାଇଛି ।

ଦୁଇ ଦିନ ପରେ ସାରା ଦେଶରେ ଆୟୋଜିତ ହେବ ବିଘ୍ନରାଜ ଗଜାନନଙ୍କ ପୂଜା। ଗଞ୍ଜାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଗଣେଷ ପୂଜା ସେଲିବ୍ରେସନ ନ କରିବା ପାଇଁ କଟକଣା ଜାରି କରାଯାଇଛି । ଆଉ ପ୍ରଶାସନର ଏହି କଟକଣା ଯୋଗୁଁ ବ୍ରହ୍ମପୁର ସହରରେ ଘରେ ଘରେ ପୂଜା ପାଇବେ ଗଜାନନ । କୋଭିଡ ୧୯ କଟକଣାକୁ ନେଇ ପାଇଁ ଜିଲ୍ଲାପାଳ ଟ୍ବିଟ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିବା ପରେ ଏହାକୁ ଘର ମଧ୍ୟରେ ସୀମିତ କରିବା ପାଇଁ ସ୍ଥିର କରିଛନ୍ତି ସହରବାସୀ ।

ଆଉ ଏଭଳି ସମୟରେ ସହରର ବିଭିନ୍ନ ମୂର୍ତ୍ତି ବିକ୍ରି ହେଉଥିବା ସ୍ଥାନରେ ଭିଡ ଜମୁଥିବା ଦେଖାଯାଇଛି । ଏଭଳି ସମୟରେ ଘରେ ପୂଜା କରିବା ପାଇଁ ୪୦ ଟଙ୍କାଠାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ବିକ୍ରି ହେଉଥିବା ବେଳେ କଟକଣା ମଧ୍ୟରେ କିଭଳି ପାଳନ କରିବେ ରେଶମ ସହରବାସୀ ।

ବ୍ରାହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.