ETV Bharat / city

ସିଏଏକୁ ବିରୋଧ କରି ବ୍ରହ୍ମପୁରରେ ପ୍ରତିବାଦ

author img

By

Published : Dec 17, 2019, 8:01 PM IST

ସିଏଏ ଓ ଏନଆରସି ବିରୋଧରେ ବ୍ରହ୍ମପୁରରେ ଜନ ଜାଗରଣ ଅଭିଯାନ ପକ୍ଷରୁ ପ୍ରତିବାଦ କରାଯାଇଛି। ଅଧିକ ପଢନ୍ତୁ...

for-agitation-of-citizenship-ammendment-act-protest-in-front-of-revenue-commisoner-office-in-berhampur
ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

ବ୍ରହ୍ମପୁର: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି) ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି। ଏହିକ୍ରମରେ ରେଶମ ନଗରୀ ବ୍ରହ୍ମପୁରରେ ଜନ ଜାଗରଣ ଅଭିଯାନ ପକ୍ଷରୁ ସିଏଏ ଏବଂ ଏନଆରସିକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀର ଜାମିୟାମିଲିୟା ଇସଲାମିଆ ବିଶ୍ବବିଦ୍ୟାଳୟ, ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟ ସମେତ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହାକୁ ବିରୋଧ କରାଯାଉଛି।

ସିଏଏକୁ ବିରୋଧ କରି ବ୍ରହ୍ମପୁରରେ ପ୍ରତିବାଦ

ଏହା ସହିତ ଜାମିୟାମିଲିୟା ବିଶ୍ବବିଦ୍ୟାଳୟରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି। ଏନେଇ ରାଷ୍ଟ୍ରପତି ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିବାଦର ସଭାରେ ଜନ ଜାଗରଣ ଅଭିଯାନର ସଭାପତି ମଧୁସୁଦନ ସେଠୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

Intro:ନାଗରିକତା ସଂଶୋଧନ ଆଇନ ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର ବିରୁଦ୍ଧରେ ଦେଶର ବିଭିନ୍ନ ସ୍ଥାନରେ ବିରୋଦ୍ଧ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ଜନ ଜାଗରଣ ଅଭିଯାନ ପକ୍ଷରୁ ଏହାକୁ ଖାରଜ କରିବାକୁ ଦାବୀ କରି ପ୍ରତିବାଦ କରାଯାଇଛି । ସହରର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କ କାର୍ଯ୍ୟାଳୟ ସମୁଖରେ ଏହି ଅବସରରେ ଆୟୋଜିତ ବିକ୍ଷୋଭରେ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ , ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ ସମେତ ଦେଶର ବିଭିନ୍ନ ରାଜ୍ୟରେ ଏହାକୁ ବିରୋଦ୍ଧ କରି ଲାଗି ରହିଥିବା ଅଶନ୍ତି ସହ ପୋଲିସର କାର୍ଯ୍ୟ କୁ ନିନ୍ଦା କରାଯିବା ସହ ଏହି ଅବସରରେ ଦେଶର ରାଷ୍ଟ୍ରପତି , ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଙ୍କ ସମେତ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛଇ । ଏଥିରେ ଜନ ଜାଗରଣ ଅଭିଯାନର ସଭାପତି ମଧୁସୁଦନ ସେଠୀ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ବାଇଟ୍- ମଧୁସୁଦନ ସେଠୀ(ସଭାପତି- ଜନ ଜାଗରଣ ଅଭିଯାନ)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.