ETV Bharat / city

ଖଲ୍ଲିକୋଟରେ ଯୁବକଙ୍କୁ ଗୁଳିମାଡ - ଗଞ୍ଜାମ ଜିଲ୍ଲାର ଖଲିକୋଟ

ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅଞ୍ଚଳରେ ହୋଇଛି ଗୁଳିମାଡ । ଆହତ 36 ବର୍ଷୀୟ ନୀଳକଣ୍ଠକୁ ପ୍ରଥମେ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ଖଲ୍ଲିକୋଟରେ ଯୁବକଙ୍କୁ ଗୁଳିମାଡ
author img

By

Published : Sep 8, 2019, 4:58 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅଞ୍ଚଳରେ ହୋଇଛି ଗୁଳିମାଡ । ସ୍ଥାନୀୟ ଖୋଜାପଲୀ ଗ୍ରାମର ନୀଳକଣ୍ଠ ପରିଡା ନାମକ ବ୍ୟକ୍ତି ଉପରକୁ ହୋଇଛି ଏହି ଗୁଳିମାଡ ।

ଖଲ୍ଲିକୋଟରେ ଯୁବକଙ୍କୁ ଗୁଳିମାଡ

ଗୁଳିମାଡରେ ଆହତ 36 ବର୍ଷୀୟ ନୀଳକଣ୍ଠକୁ ପ୍ରଥମେ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ତେବେ ଏଯାବତ୍ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅଞ୍ଚଳରେ ହୋଇଛି ଗୁଳିମାଡ ।ସ୍ଥାନୀୟ ଖୋଜାପଲୀ ଗ୍ରାମର ନୀଳକଣ୍ଠ ପରିଡା ନାମକ ବ୍ୟକ୍ତି ଉପରକୁ ହୋଇଛି ଏହି ଗୁଳିମାଡ ।ଯେଉଁଥିରେ ଆହତ ୩୬ ବର୍ଷୀୟ ନୀଳକଣ୍ଠକୁ ପ୍ରଥମେ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ହେଲେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା ତାହାକୁ ନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.