ETV Bharat / city

ବ୍ରହ୍ମପୁରର 10ଟି କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଅନୁଧ୍ୟାନ - berhampur

ବ୍ରହ୍ମପୁର ସହରରେ ରହିଥିବା ୧୦ ଟି ପ୍ରମୁଖ କୋଚିଂ ସେଣ୍ଟରରେ ଏକ ସଙ୍ଗେ ଅନୁଧ୍ୟାନ କରିଛି  ବିଭାଗ ।  ଅଗ୍ନି ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ନିଆଁ ଲାଗିଲେ ତାହାକୁ କିପରି ଲିଭାଯାଇପାରିବ, ସେ ନେଇ ବିଦ୍ୟାର୍ଥୀଙ୍କୁ ସଚେତନତା କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jun 1, 2019, 2:44 PM IST

ବ୍ରହ୍ମପୁର: ସୁରତରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗକୁ ଚେତା ପଶିଛି । ବ୍ରହ୍ମପୁର ସହରରେ ରହିଥିବା ୧୦ଟି ପ୍ରମୁଖ କୋଚିଙ୍ଗ୍ ସେଣ୍ଟରରେ ଏକ ସଙ୍ଗେ ଅନୁଧ୍ୟାନ କରିଛି ବିଭାଗ । ଅଗ୍ନି ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ନିଆଁ ଲାଗିଲେ ତାହାକୁ କିପରି ଲିଭା ଯାଇପାରିବ, ସେ ନେଇ ବିଦ୍ୟାର୍ଥୀଙ୍କୁ ସଚେତନତା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଅଗ୍ନିଶମ ବିଭାଗର ଆଇ.ଜି ରାଜେଶ କୁମାରଙ୍କ ଉପସ୍ଥିତିରେ ୧୦ଟି ଟିମ୍ ବିଭିନ୍ନ କୋଚିଙ୍ଗ୍ ସେଣ୍ଟରରେ ପହଞ୍ଚି ସେଠାରେ ନିଆଁ ଲାଗିବାର କାରଣ ସହିତ ନିଆଁ ଲାଗିଲେ କିଭଳି ନିଆଁକୁ ଆୟତ୍ତ କରାଯାଇ ପାରିବ ଏବଂ ନିଆଁ ଲାଗିବା ମାତ୍ରେ ଭୟଭୀତ ନହୋଇ ନିକଟସ୍ଥ କେନ୍ଦ୍ରକୁ ସୂଚନା ଦେବା ସହ ସୁରକ୍ଷିତ ଭାବରେ କିଭଳି ପ୍ରତ୍ୟେକ ବିଦ୍ୟାର୍ଥୀ ବାହାରକୁ ଆସିପାରିବେ, ସେ ନେଇ ତାଲିମ ପ୍ରଦାନ କରିଛନ୍ତି ।

ଅନ୍ୟପଟେ ଅଗ୍ନିଶମ ଅଫିସର ଏବଂ ଉପସ୍ଥିତ ଟିମ୍ ମିଳିତ ଭାବରେ କୋଚିଙ୍ଗ୍ ସେଣ୍ଟରରେ ଅଧ୍ୟୟନରତ ଥିବା ବିଦ୍ୟାର୍ଥୀଙ୍କୁ ନିଆଁକୁ କିଭଳି ଆୟତ୍ତ କରିବେ, ସେ ନେଇ ଏକ ମକ୍ ଡ୍ରିଲ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ, ସୁରତରେ ରହିଥିବା ତକ୍ଷଶୀଳା ଘରୋଇ କୋଚିଙ୍ଗ୍ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.