ETV Bharat / city

'ଫନି'କୁ ନେଇ ଆତଙ୍କିତ ଗୋପାଳପୁରବାସୀ

2013 ରେ ହୋଇଥିବା 'ଫାଇଲିନ' ତାଣ୍ଡବ ଗୋପାଳପୁରବାସୀଙ୍କ ମନରୁ ଯାଇନଥିବା ବେଳେ ଏବେ 'ଫନି' କୁ ନେଇ ଆତଙ୍କିତ ହୋଇପଡିଛନ୍ତି ସେମାନେ ।

author img

By

Published : May 2, 2019, 3:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ସାମୁଦ୍ରକି ଝଡ 'ଫନି' । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବା ସହ ପବନ ମଧ୍ୟ ହୋଇଛି । ଅନ୍ୟପଟେ ଏହା ଯୋଗୁଁ ଅଶାନ୍ତ ହୋଇଉଠିଛି ସମୁଦ୍ର । ଏହି ସାମୁଦ୍ରିକ ଝଡକୁ ନେଇ ଆତଙ୍କତି ହୋଇଉଠିଛନ୍ତି ଗୋପାଳପୁରବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

2013 ରେ ହୋଇଥିବା 'ଫାଇଲିନ' ତାଣ୍ଡବ ସେମାନଙ୍କ ମନରୁ ଲିଭିନଥିବା ବେଳ ଅନ୍ୟଏକ ବାତ୍ୟା ସେମାନଙ୍କ ନିକଟତର ହେବାରେ ଲାଗିଛି । ମାତ୍ର ଏହାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସତର୍କ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

ବ୍ରହ୍ମପୁରର ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.