ETV Bharat / city

Bride Dharna: ବାପପୁଅ ଅଡିଓ ଭାଇରାଲ ପରେ ଏମିତି ମତ ରଖିଲେ ଶ୍ବଶୂର ପ୍ରମୋଦ - Berhampur Bride Dharana

ଶାଶୂଘର ସମ୍ମୁଖରେ (Berhampur Bride Dharna) ଯୁବତୀଙ୍କ ଧାରଣା ଦେବା ଘଟଣାରେ ତପସ୍ବିନୀଙ୍କ ଶ୍ବଶୁର ଓ ସ୍ବାମୀଙ୍କ ଅଡିଓ ଭାଇରାଲ ପରେ ଏଭଳି ମତ ରଖିଲେ ପ୍ରମୋଦ । ଅଧିକ ପଢନ୍ତୁ

Bride Dharana; ଅଡିଓ ଭାଇରାଲ ଉପରେ ଏମିତି ମତ ରଖିଲେ ଶ୍ବଶୁର ପ୍ରମୋଦ

author img

By

Published : Nov 28, 2021, 11:38 AM IST

ବ୍ରହ୍ମପୁର: ବ୍ରହ୍ମାନଗର ଦ୍ବିତୀୟ ଲାଇନରେ ଗତ ଛଅ ଦିନ ଧରି ନିଜ ସ୍ବାମୀ ପାଖରେ ରହିବାକୁ ଦାବି କରି ଧାରଣା (Berhampur Bride Dharna) ଦେଇ ଆସୁଛନ୍ତି ଛତ୍ରପୁର ଅଞ୍ଚଳର ଯୁବତୀ ତପସ୍ବିନୀ ଦାଶ । ଏହାକୁ ନେଇ ଯୁବତୀ ଜଣଙ୍କ ଶ୍ବଶୁର ଘରେ ବୋହୂର ରହିବାର ଅଧିକାର ଦାବି କରି ସ୍ଥାନୀୟ SDJM କୋର୍ଟରେ ଦାଖଲ କରିଥିବା ଏକ ଆବେଦନର ବିଚାର କରିବା ପାଇଁ କୋର୍ଟ ପକ୍ଷରୁ ଶ୍ବଶୁର ପ୍ରମୋଦ କୁମାର ସାହୁ ଏବଂ ତାଙ୍କ ପୁଅ ସୁମିତ କୁମାର ସାହୁଙ୍କୁ ହାଜର ହେବାକୁ କୁହାଯାଇଥିଲା । ଫଳରେ ଉଭୟ ବାପା ଓ ପୁଅ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ।

Bride Dharana; ଅଡିଓ ଭାଇରାଲ ଉପରେ ଏମିତି ମତ ରଖିଲେ ଶ୍ବଶୁର ପ୍ରମୋଦ

ତେବେ ବ୍ରହ୍ମପୁରରେ ବାହାଘରକୁ ନେଇ ଏମିତି ହାଇଡ୍ରାମା ଚାଲିଥିବାବେଳେ ସାମ୍ନାକୁ ଆସିଥିଲା ସ୍ବାମୀ ସୁମିତ ଓ ଶ୍ବଶୁର ପ୍ରମୋଦଙ୍କ ଅଡିଓ ବାର୍ତ୍ତାଳାପ(viral audio) । ଆଉ ଏହି ଅଡିଓ ବାର୍ତ୍ତାଳାପ ଉପରେ ସୁମିତଙ୍କ ବାପା ପ୍ରମୋଦ ସାହୁ ଗଣମାଧ୍ୟମକୁ କହିଥିଲେ ଯେ, ପୁଅକୁ ଠିକ ରାସ୍ତାକୁ ଆଣିବାକୁ ମୁଁ ପରାମର୍ଶ ଦେଇଥିଲି । ଏହା ତାଙ୍କର ପୁଅ ସହିତ ବ୍ୟକ୍ତିଗତ କଥା । କିନ୍ତୁ ଏହା କିପରି ଭାଇରାଲ ହୋଇଛି, ତାହା ଜାଣିନଥିବା ସେ କହିଛନ୍ତି । ଏପଟେ ଡାକ୍ତର ସୁମିତ ମଧ୍ୟ ବାପାଙ୍କ ସହ କଥାବାର୍ତ୍ତାକୁ ସ୍ବୀକାର କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.