ETV Bharat / city

ସ୍ବାସ୍ଥ୍ୟ ପରିବାର ଗ୍ରାମୀଣ ପଞ୍ଚାୟତି ଯୋଜନା ନାଁରେ ଜାଲ ମେଡିକାଲ ସହାୟତା ନିଯୁକ୍ତି ପତ୍ର

ସ୍ବାସ୍ଥ୍ୟ ପରିବାର ଗ୍ରାମୀଣ ପଞ୍ଚାୟତି ଯୋଜନା ନାମରେ ମେଡିକାଲ ସହାୟତା ନିଯୁକ୍ତି ପତ୍ର ପ୍ରଦାନ କରି ଯୁବ ବର୍ଗଙ୍କୁ ଠକିବାକୁ ପ୍ରୟାସ । ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ପରିବାର ଗ୍ରାମୀଣ ପଞ୍ଚାୟତି ଯୋଜନା ନାରେ ଜାଲ ମେଡିକାଲ ସହାୟତା ନିଯୁକ୍ତି ପତ୍ର

author img

By

Published : Aug 18, 2020, 8:27 PM IST

ବ୍ରହ୍ମପୁର: ସ୍ବାସ୍ଥ୍ୟ ପରିବାର ଗ୍ରାମୀଣ ପଞ୍ଚାୟତି ଯୋଜନା ନାମରେ ମେଡିକାଲ ସହାୟତା ନିଯୁକ୍ତି ପତ୍ର ପ୍ରଦାନ କରାଯାଉଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି । ଯାହାକି କପୋଳକଳ୍ପିତ ଓ ବୃଥା ଅଟେ । ଏ ଭଳି କୈଣସି ଯୋଜନା ନାହିଁ, କେହି ଜଣେ ଦୁର୍ବୃତ୍ତ ଏଭଳି ନିଯୁକ୍ତି ପତ୍ର ଦେଇ ଯୁବ ବର୍ଗଙ୍କ ଠାରୁ ଠକିନେଉଥିବା ଜଣାପଡିଛି ।

ସ୍ବାସ୍ଥ୍ୟ ପରିବାର ଗ୍ରାମୀଣ ପଞ୍ଚାୟତି ଯୋଜନା ନାରେ ଜାଲ ମେଡିକାଲ ସହାୟତା ନିଯୁକ୍ତି ପତ୍ର
ସ୍ବାସ୍ଥ୍ୟ ପରିବାର ଗ୍ରାମୀଣ ପଞ୍ଚାୟତି ଯୋଜନା ନାରେ ଜାଲ ମେଡିକାଲ ସହାୟତା ନିଯୁକ୍ତି ପତ୍ର

ଏଭଳି ନିଯୁକ୍ତି ପତ୍ରକୁ ଖଣ୍ଡନ କରି ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳଙ୍କ । ତେବେ ଏହି ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ଉଭୟ ଗଞ୍ଜାମ ଓ ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କୁ ଏହାର ଅନୁସନ୍ଧାନ ନିମନ୍ତେ ପତ୍ର ସଂଖ୍ୟା ୧୨୫୪୩ ତା. ୧୮.୦୮.୨୦୨୦ରେ ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.