ETV Bharat / city

ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣରେ ଦେଶୀମଦ ଜବତ, ୯ ଗିରଫ - excise-raid-in-Ganjam-9-arrest

ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ । ଚଢାଉ କରି ବେଆଇନ ଭାବରେ ବିକ୍ରି ହେଉଥିବା ଦେଶୀ ଓ ବିଦେଶୀ ମଦକୁ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଅଧିକ ପଢନ୍ତୁ...

excise-raid-in-Ganjam-9-arrest
ଅବକାରୀ ଚଢାଉ: ବିପୁଳ ପରିମାଣରେ ଦେଶୀମଦ ଜବତ, ୯ ଗିରଫ
author img

By

Published : Jun 18, 2021, 9:41 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ । ଚଢାଉ କରି ବେଆଇନ ଭାବରେ ବିକ୍ରି ହେଉଥିବା ଦେଶୀ ଓ ବିଦେଶୀ ମଦକୁ ଜବତ କରିବାରେ ସକ୍ଷମ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗର ଉପ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଟିମ ଖଲ୍ଲିକୋଟ ଅବକାରୀ ଥାନା ଅଧିନସ୍ଥ ମୁକୁନ୍ଦପୁର, ନାରାୟଣୀ ରାସ୍ତା ଓ ବେଗୁନିଆପଡ଼ା ଅଞ୍ଚଳରେ ଚଢାଉ କରିଥିବା ବେଳେ ସୋରଡା ଥାନା ଅଞ୍ଚଳର ଟୁକୁବାଲି ଏବଂ ବୁଗୁଡ଼ା ଅଞ୍ଚଳର ଶୋଳମାଇଲି ଅଞ୍ଚଳରେ ଚଢାଉ କରାଯାଇଥିଲା । ଏଥିରେ ୨୪୫ ଲିଟର ଦେଶୀ ରନ୍ଧା ମଦ, ୨୧ ଲିଟରରୁ ଊର୍ଦ୍ଧ୍ୱ ବିଦେଶୀ ମଦ, ୧୧ ଲିଟର ବିୟର, ୨୦ ଲିଟର ଓଏସ୍ ମଦ ଜବତ କରାଯାଇଥିବା ବେଳେ ଘଟଣାରେ ଦୁଇଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ କ୍ରମାଗତ ଭାବରେ ଚୋରା ମଦ ବ୍ୟବସାୟୀଙ୍କ ଉପରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଚଢାଉ କରିଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.