ETV Bharat / city

ଦନ୍ତା ଆକ୍ରମଣରେ ଜଣେ ମୃତ

ଦନ୍ତା ଆକ୍ରମଣରେ ଶୋଭାଚନ୍ଦ୍ରପୁର ଗାଁର ଭୀମ ବେହେରା ମୃତ ।

author img

By

Published : Apr 13, 2019, 11:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକ ଅନ୍ତର୍ଗତ ଶୋଭାଚନ୍ଦ୍ରପୁର ଗାଁରେ ଅଘଟଣ । ସ୍ଥାନୀୟ ଅଞ୍ଚଳରେ ବଣୁଆ ହାତୀଙ୍କ ଆତଙ୍କ ଖେଳି ଥିବାବେଳେ ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି । ମୃତକ ଜଣକ ହେଲେ, ଶ୍ୟାମ ବେହେରାଙ୍କ ପୁତ୍ର ଭୀମ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଖବରମୁତାବକ, ଭୀମ ବେହେରା କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ସମୟରେ ଦନ୍ତା ତାଙ୍କୁ କଚାଡି ମାରି ଦେଇଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ତେବେ ପୋଲିସ୍‌ ମୃତଦେହକୁ ଉଦ୍ଧାର କରି ମୃତଦେହକୁ ବ୍ୟବଚ୍ଛଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.